ଉତ୍ତରପାର୍ଶ୍ଵ ମଠ ନିକଟରେରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ , ୧ ଗିରଫ

154

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଉତ୍ତରପାର୍ଶ୍ଵ ମଠ ନିକଟରେରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ମଙ୍ଗଳାଘାଟର ଟୂବୁ ନାୟକ 35 l ତା ନିକଟରୁ ଏକ କଟୁରୀ ଜବତ କରିଛି ପୁଲିସ l ଗତ 2023 ମସିହା ଅକ୍ଟୋବର 10 ତାରିଖରେ ଅଭିଯୁକ୍ତ ବ୍ୟବସାୟୀ ହାଡ଼ଗୋଡ଼ିଆ ସାହି ରାଧାଗୋବିନ୍ଦ ଲେନର ପ୍ରକାଶ କୁମାର ଲେଙ୍କାଙ୍କୁ ଶ୍ରୀମନ୍ଦିର ଉତ୍ତରଦ୍ୱାରା ନିକଟରେ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲା l ଏହି ଆକ୍ରମଣ ଘଟଣା ନେଇ ପ୍ରକାଶ କୁମାର ଲେଙ୍କା ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ଥାନା ପକ୍ଷରୁ ଆଇପିସିର ଦଫା 341,323,326,307,294,506ରେ 364/2023 ନମ୍ବର ମାମଲା ରୁଜୁ କରାଯାଇଥିଲା l ଅଭିଯୁକ୍ତ ଫେରାର ଥିଲା l. ପରେ ଅଭିଯୁକ୍ତକୁ ଗିରଫ ପରେ ଆଜି ଅପରାହ୍ନ 3ଟାରେ କୋର୍ଟ ଚାଲାଣ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More