Browsing Category

Uncategorized

ନବରଙ୍ଗପୁର ଜିଲା ରାଇଘର ବିକାଶର ସମୀକ୍ଷା କଲେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ନବରଙ୍ଗପୁର(ସଂଘର୍ଷ ମିଡିଆ): - : ନବରଙ୍ଗପୁର ଜିଲା ରାଇଘର ବିକାଶର ସମୀକ୍ଷା କରିଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଗତ ମାର୍ଚ୍ଚ ମାସରେ ଜିଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଷୟରେ ଅଗତ କରାଇଥିଲେ ୫ଟି ଅଧ୍ୟକ୍ଷ । ଏହି ୯ ମାସ ମଧ୍ୟରେ ଜିଲାକୁ ୪୫୦କୋଟି
Read More...

ଏଥର ପିକନିକ୍ ସମୟରେ ପ୍ଲାଷ୍ଟିକ୍ ସାମଗ୍ରୀକୁ କୁହନ୍ତୁ ନା

ଭୁବନେଶ୍ବର(ସଂଘର୍ଷ ମିଡିଆ) : - ଏଥର ପିକନିକ୍ ସମୟରେ ପ୍ଲାଷ୍ଟିକ୍ ସାମଗ୍ରୀକୁ କୁହନ୍ତୁ ନା। ପିକନିକ୍ ସ୍ଥାନରେ ପ୍ଲାଷ୍ଟିକ୍ ପାଣି ବୋତଲ, ପଲିଥିନ୍ ବ୍ୟାଗ, ସୋଲ ନିର୍ମିତ ଥାଳି ଇତ୍ୟାଦି ବଦଳରେ ପୁନଃ ବ୍ୟବହାର ଯୋଗ୍ୟ ତଥା ପରିବେଶ ଅନୁକୂଳ ପଦାର୍ଥ ବ୍ୟବହାରକୁ ଆପଣାନ୍ତୁ। ଆସନ୍ତୁ
Read More...

ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା

ଚୌଦ୍ଵାର( ସଂଘର୍ଷ ମିଡିଆ ) : ମଙ୍ଗୁଳି ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ୫୫ନଂ ଜାତୀୟ ରାଜପଥର ପ୍ରସାରଣ କାର୍ଯ୍ୟର ଅଗ୍ରଗତିକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଚୌଦ୍ବାର ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ
Read More...

ମହାନ ଜନନାୟକ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ……..

ରାଉରକେଲା/ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ ଅନୁଗୋଳ ଆନୁକୂଲ୍ୟରେ ମହାନ ଜନନାୟକ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ ୨୦୨୩ ରାଉରକେଲାର ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳ ଠାରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳର ସଭାପତି କିଶୋର ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ବ ସାଧାରଣ
Read More...

ଉଦଘାଟିତ ହେଲା ଚମ୍ପାନାଥ ମହୋତ୍ସବ, ଅଷ୍ଟଶମ୍ଭୁ ଙ୍କ ସହିତ ଯୋଗଦେଲେ 5 ଗଡ଼ଜାତ ରାଜ୍ୟର ରାଜା,

ନରସିଂହପୁର- ବ୍ଲକ ଅନ୍ତର୍ଗତ ଚମ୍ପେଶ୍ଵର ର ଚମ୍ପାନାଥ ଦେବ ଙ୍କ ପୀଠରେ ଉଦଘାଟିତ ହୋଇ ଯାଇଛି। କାର୍ତ୍ତିକ ମହୋତ୍ସବ ପଞ୍ଚୁକ ରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ମହୋତ୍ସବ ରେ ଏକତ୍ରିତ ହୋଇଛନ୍ତି। ନରସିଂହପୁର ଅଷ୍ଟଶମ୍ଭୁ,ବିଧାୟକ ଦେବୀ
Read More...

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : –ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନ ୫ ଘ. ସମୟରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ନଭେମ୍ବର ୩
Read More...

ସଙ୍କରଡା ୟୁଥ କ୍ଲବ ତରଫରୁ ତିନି ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନବରଙ୍ଗପୁର(ସଂଘର୍ଷ ମିଡିଆ ): - ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ବେନେରା ଗ୍ରାମ ପଞ୍ଚାୟତ ସଙ୍କରଡା ଗ୍ରାମର ଖେଳ ପଡିଆରେ ସଙ୍କରଡା ୟୁଥ କ୍ଲବ ତରଫରୁ ତିନି ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଲା ଉଦଯାପିତ l ଉକ୍ତ ଟୁର୍ଣ୍ଣାମେଣ୍ଟ ରେ କୋଡ଼ିଏ ଟି ଦଳ ଅଂଶଗ୍ରହଣ କରି ନିଜ ନିଜର ଖେଳ
Read More...

ଶେଷ ହେଲା ସାଇବର ସୁରକ୍ଷା ଓ ସଚେତନତ। କାର୍ଯ୍ୟକ୍ରମ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗତ ୨ ତାରିଖ ଠାରୁ ଦୀର୍ଘ ୧୪ ଦିନ ଧରି ସାଇବର ଅପରାଧ ସୁରକ୍ଷା ଓ ସଚେତନତା ଉପରେ ଜିଲ୍ଲାବ୍ୟାପୀ ଚାଲିଥିବା ଅଭିଯାନ କାର୍ଯ୍ୟକ୍ରମ
Read More...

ନିମାପଡ଼ା ବିଧାୟକ ସମୀର ରଂଜନ ଦାସଙ୍କୁ ବିଜେଡି ଓ ବିଜେପି କର୍ମୀଙ୍କ ମିଳିତ ଭାବେ କଳା ପତକା ପ୍ରଦର୍ଶନ

ପୁରୀ(ସଂଘର୍ଷ ମିଡିଆ) : - ନିମାପଡ଼ା ବିଧାୟକ ସମୀର ରଂଜନ ଦାସଙ୍କୁ ବିଜେଡି ଓ ବିଜେପି କର୍ମୀଙ୍କ ମିଳିତ ଭାବେ କଳା ପତକା ପ୍ରଦର୍ଶନ କରିବା ସହ ନାରାବାଜି କରିଛନ୍ତି। ପୁରୀ ଜିଲ୍ଲା ଗୋପ ବ୍ଲକ ବେଦପୂର ପଞ୍ଚାୟତ ରେ ଆଜି ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଶାସକ ବିଜେଡି ଓ ବିରୋଧୀ
Read More...

ନନବ ଜୀବନକୁ ଉପଯୁକ୍ତ ମାର୍ଗଦର୍ଶନରେ ଭାଗବତ ଶ୍ରେଷ୍ଠ ମାଧ୍ୟମ

ପୁରୀ(ସଂଘର୍ଷ ମିଡିଆ) : ପଞ୍ଚସଖାଙ୍କ ମଧ୍ୟରେ ଅନନ୍ୟ ସଖା ତଥା ଭାଗବତ ପ୍ରଣେତା ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ,ଦୀର୍ଘ ପାଞ୍ଚଶହ ବର୍ଷ ଧରି ଭାରତବର୍ଷ ରେ ଧର୍ମିୟ ଜନଜାଗରଣ ସୃଷ୍ଟି ସହ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ସଂସ୍କୃତିକୁ ବିକଶିତ କରି ଚାଲିଛନ୍ତି ବୋଲି କହିଛନ୍ତି ଓଡିଆ
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More