Browsing Category

ରାଜନୀତି

Featured posts

ଗୁମା ବ୍ଲକରେ ବିଜେଡିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ହାଟପଦା ଠାରେ ଗୁମ୍ମା ବ୍ଲକ ବିଜୁ ଜନତା ଦଳର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ
Read More...

ଛାତ୍ର ବିଜେଡି ପକ୍ଷରୁ ନୂତନ ସଭ୍ୟ ସଂଗ୍ରହ କର୍ମଶାଳା ଉଦଘାଟିତ

ପୁରୀ(ସଂଘର୍ଷ ମିଡିଆ) : - ପୁରୀ ଏସସିଏସ କଲେଜ ସମ୍ମୁଖରେ ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ନୂତନ ସଭ୍ୟ ସଂଗ୍ରହ କର୍ମଶାଳା ଉଦଘାଟିତ ହୋଇଛି l ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଜୟକୃଷ୍ଣ ଦାସ ମହାପାତ୍ର, ରାଜ୍ୟ ଛାତ୍ର ବିଜେଡି ଉପସଭାପତି ନାରାୟଣ ପ୍ରସାଦ ସିଂହ ଉପସ୍ଥିତ ରହି ଶିବିରକୁ
Read More...

ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମିଳନୀ

ପୁରୀ(ସଂଘର୍ଷ ମିଡିଆ) : - ଆଜି ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମିଳନୀ ପୁରୀ ଭକ୍ତ ସାଲବେଗ ପୀଠରେ ଆୟୋଜନ କରାଯାଇଥିଲା । ଏଥିରେ ସ୍ୱର୍ଗଦ୍ୱାରରେ ଘିଅ ଦୁର୍ନୀତିକୁ ଉଜାଗର କରାଯାଇଥିଲା । ଶ୍ରୀ ମନ୍ଦିର ପରି ସ୍ୱର୍ଗଦ୍ୱାରକୁ ମଧ୍ୟ ହିନ୍ଦୁ ମାନ୍ୟତା ଅନୁସାରେ ପବିତ୍ର ବୋଲି ସାଧାରଣ
Read More...

 ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  

 ଭୁବନେଶ୍ବର(ସଂଘର୍ଷ ମିଡିଆ) : - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ସେଠାକାର ଶିଳ୍ପପତିମାନଙ୍କୁ ଭେଟିବା ସହିତ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଆସନ୍ତା ୨୦୨୫  ଜାନୁୟାରୀରେ
Read More...

ବିଜେପିର ସଂଗଠନ ପର୍ବ ଓ କର୍ମଶାଳା ଅନୁଷ୍ଠିତ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ସଦମହକୁମାରେ ଆଜିମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି ର ସଂଗଠନ ପର୍ବ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକ ରେ ମଞ୍ଚାସିନ ଥିଲେ ବୈଠକ ର ସଭାପତିତ୍ୱ କରିଥିବା ଜ଼ିଲ୍ଲା ସଭାପତି କେ. ନାରାୟଣ ରାଓ, ଜ଼ିଲ୍ଲା ପ୍ରଭାରୀ ଆସ୍କା ସାଂସଦ
Read More...

ଗଜପତି ଭାଜପା ପକ୍ଷରୁ ସଂଗଠନ ପର୍ଵ ଆୟୋଜିତ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ସଂଗଠନ ପର୍ବ ତଥା ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କେ. ନାୟରଣ ରାଓ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ
Read More...

ଜଗତସିଂହପୁର ସାଂସଦଙ୍କ ବାରଙ୍ଗ ବ୍ଲକ ୩୩ନମ୍ବର ଯୋନ ପ୍ରତିନିଧି ରୂପେ ଦାୟିତ୍ୱ ନେଲେ ଦିଲ୍ଲୀପ କୁମାର ପାତ୍ର

କଟକ(ସଂଘର୍ଷ ମିଡିଆ) : - ଜଗତସିଂହପୁର ସାଂସଦଙ୍କ ବାରଙ୍ଗ ବ୍ଲକ ୩୩ନମ୍ବର ଯୋନ ପ୍ରତିନିଧି ରୂପେ ଦାୟିତ୍ୱ ନେଲେ ଦିଲ୍ଲୀପ କୁମାର ପାତ୍ର ।
Read More...

ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ତଥା ଗଜପତି ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଜଗବନ୍ଧୁ ଦାସ ଙ୍କ ଆହ୍ବାନ ରେ ଅନୁଷ୍ଠିତ
Read More...

ଜିଲ୍ଲା ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରା ରେ ରାଜ୍ୟ ବିଜେଡି ସମନ୍ଵୟ
Read More...

ଗଜପତି ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି(ସଂଘର୍ଷ ମିଡିଆ) : - - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଉପ ସଭାପତି ଲକ୍ଷ୍ମୀକାନ୍ତ
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More