Browsing Category

ଓଡ଼ିଶା

ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ, ଭାଇଚାରାର ବାର୍ତ୍ତା ଦେଲେ ପାପଡାହାଣ୍ଡି ମୁସଲିମ ସମାଜ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ପଣା ସଂକ୍ରାନ୍ତି , ଓଡ଼ିଆ ନବବର୍ଷ ପାଳନ, ଓଡ଼ିଆ ନୂଆ ବର୍ଷ ଏହି ଅବସରରେ ଏକ ହିନ୍ଦୁ ମହାସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଶିବ ମନ୍ଦିର ଠାରୁ ବସ ଷ୍ଟାଣ୍ଡର ପ୍ରରିକ୍ରମା କରିଥିଲେ | ଏହି ଶୋଭାଯାତ୍ରାରେ ୫
Read More...

ଡାବୁଗାଁରେ ଅଗ୍ନିଶମ ସଂସ୍ଥା ଦ୍ଵାରା ଅଗ୍ନି ସେବା ସପ୍ତାହ ପାଳିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ସ୍ଥିତ ଅଗ୍ନିଶମ କେନ୍ଦ୍ର ପରିସରରେ ଅଗ୍ନି ସେବା ସପ୍ତାହ ପାଳିତ ହୋଇଯାଇଛି ଏହି ଅବସରରେ ଅଗ୍ନିଶମ କେନ୍ଦ୍ର ର ଅଗ୍ନିଶମ ଅଧିକାରୀ ହିମାଂଶୁ ଶେଖର ନାୟକଙ୍କ ନେତୃତ୍ଵରେ ସମସ୍ତ କର୍ମଚାରୀମାନେ ଦମକଳ ଗାଡି
Read More...

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ଜୟନ୍ତୀ ନଗରସ୍ଥିତ ହନୁମାନ ମନ୍ଦିର ଠାରେ ଶ୍ରୀ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳୁ ଭକ୍ତମାନଙ୍କ ଦ୍ଵାରା କଳସୀ ଶୋଭାଯାତ୍ରା ମା ଠାକୁରାଣୀ ମନ୍ଦିର ବନ୍ଧ ରୁ କଳସରେ ପାଣି
Read More...

ଜିଲ୍ଲା ସ୍ତରୀୟ ବାବା ସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ୧୩୩ ତମ ଡଃ.ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ବାବା ସାହେବ୍ ଡଃ.ଭୀମରାଓ ରାମଜୀ ଆମ୍ବେଦକର
Read More...

ଅସହ୍ୟ ତାତିରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ବର(ସଂଘର୍ଷ ମିଡିଆ) : - ଦିନକୁ ଦିନ ସାରା ରାଜ୍ୟରେ ତାତି ବଢ଼ିବାକୁ ଲାଗିଛି ।ଆଉ ଆଜି ସକାଳୁ ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଲାଣି । ତାତି ଏତେ ବଢୁଛି ଯେ ଜନ ଜୀବନକୁ ପୁରା ଅସ୍ତବ୍ୟସ୍ତ କରିଦେଲାଣି । ରାଜଧାନୀ ଭୁବନେଶ୍ୱରରେ ସକାଳ ସାଢ଼େ ୮ଟା ସୁଦ୍ଧା ସର୍ବାଧିକ
Read More...

ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବ ବର୍ଷ ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଓଡିଶାବାସୀଙ୍କୁ ଶୁଭେଚ୍ଛା

ପୁରୀ(ସଂଘର୍ଷ ମିଡିଆ) : - ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବ ବର୍ଷ ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ଓଡିଶାବାସୀଙ୍କୁ ଶୁଭେଚ୍ଛା । ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି
Read More...

ଏଣିକି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଉପସ୍ଥିତ ରହିବେ ଶ୍ରୀମନ୍ଦିରର ପ୍ରତିହାରୀ ସେବକ

ପୁରୀ(ସଂଘର୍ଷ ମିଡିଆ) : - ଏଣିକି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଉପସ୍ଥିତ ରହିବେ ଶ୍ରୀମନ୍ଦିରର ପ୍ରତିହାରୀ ସେବକ। ବାରମ୍ବାର ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା ନଜରକୁ ଆସିବା ପରେ ଏହାକୁ ରୋକିବା ପାଇଁ ପ୍ରତିହାରୀ ସେବକଙ୍କୁ ସିଂହଦ୍ଵାର ନିକଟରେ ମୁତୟନ କରାଯିବ। ଶ୍ରୀମନ୍ଦିର
Read More...

ଚିକିତ୍ସା ଅବହେଳା ଯୋଗୁଁ ଶିଶୁ କନ୍ୟା ମୃତ

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : - ୯ ମାସର ଗର୍ଭଧାରଣ ପରେ ଶିଶୁ କନ୍ୟାକୁ ପ୍ରସବ କରିଥିଲେ ମହିଳା ଜଣକ।ହସ୍ପିଟାଲରେ । ଉଭୟ ମା' ଓ ସନ୍ତାନ ସୁସ୍ଥ ଥିଲେ।ସନ୍ତାନକୁ ପାଇ ମା' ସବୁ ଦୁଃଖ କଷ୍ଟ ଭୁଲି ଯାଇଥିଲେ, କିନ୍ତୁ ଏହି ଖୁସି ବେଶି ସମୟ ରହି ନ ଥିଲା। ସଂସାର ଦେଖୁ ଦେଖୁ ଆଖି ବୁଜି ଦେଇ
Read More...

ବୃନ୍ଦାବନ କଲେଜରେ +୨ କଳା ଓ ବିଜ୍ଞାନ ଖୋଲିଲା

ବଡମ୍ବା(ସଂଘର୍ଷ ମିଡିଆ) : - : ବଡମ୍ବାରେ ଥିବା ବୃନ୍ଦାବନ କଲେଜରେ +୨ ବିଜ୍ଞାନ ଓ କଳା ପାଇଁ ଅନୁମତି ମିଳିଛି। ଏନେଇ ଦେବାଶିଷ ପରିଡା କଲେଜ ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତେବେ ପୁର୍ବରୁ ଏହି କଲେଜ କେବଳ +୩ ବିଜ୍ଞାନ ଥିଲା । ତେବେ ଗୋଟିଏ କଲେଜରେ ଦୁଇଟି
Read More...

ରାମ ନବମୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର:(୧୨|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୁମା ର ବିଶ୍ଵ ହିନ୍ଦୁ ପରିଷଦ,ହିନ୍ଦୁ ଜାଗରଣ ମଞ୍ଚ, ରାମ ଭକ୍ତ,ଜନସାଧାରଣ ମାନଙ୍କ ପ୍ରଚେଷ୍ଟା ରେ ରାମ ନବମୀ ତା ୧୭|୪|୨୪ ରେ ମହାସମାରୋହରେ ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବା ପାଇଁ ବ୍ୟାପକ
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More