Browsing Category

ଓଡ଼ିଶା

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଲା ରଥ ଦଉଡି

ପୁରୀ(ସଂଘର୍ଷ ମିଡିଆ) : - ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତେଣୁ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଛି ରଥ ଦଉଡି। ସମୁଦାୟ ୨୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର
Read More...

ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପ୍ରସିଦ୍ଧ ସାହିଯାତ

ପୁରୀ(ସଂଘର୍ଷ ମିଡିଆ) : - ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ସାହିଯାତ। ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ ଲୀଳା ସାହିଯାତର ପରିବେଷଣ ହେଉଚି। ପାରମ୍ପରିକ ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର ମାଟି। ସାହିଯାତରେ ରାମଲୀଳା ସହ ଶ୍ରୀକ୍ଷେତ୍ରର ପରମ୍ପରା
Read More...

ପବିତ୍ର ଗୁରୁବାରରେ ସୁଦଶା ବ୍ରତ ପାଳିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ଆଜି ଦିନଟି ପବିତ୍ର ଗୁରୁବାର ସୁଦଶା ବ୍ରତ ପଡିଥିବାରୁ ସାରା ରାଜ୍ୟରେ ମା ମାନେ ଏଇ ବ୍ରତ ପାଳନ କରି ଥାଆନ୍ତି l ଆଜି ପ୍ରାତଃ ରୁ ଉଠି ମା ମାନେ ନିଜ ନିଜର ନିତ୍ୟକର୍ମ ସମାପନ ସାରି ସ୍ନାନ ସାରି ବୃନ୍ଦାବତୀ ଚଉରା ମୂଳେ ସଫାସୁତୁରା କରି ଝୋଟି ଚିତା ପକାଇ
Read More...

ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଉଦଯାପିତ

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଫ୍ରେଣ୍ଡସ୍ କଲୋନୀ ତୃତୀୟ ଗଳି ଠାରେ ଥିବା ନବ ଜୀବନ ସଙ୍ଘ ଗଜପତି ଶାଖା ପକ୍ଷରୁ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ସମ୍ବଲପୁରରୁ ଆସିଥିବା ବିଶିଷ୍ଟ ମାନସ
Read More...

ଶ୍ରୀ ରାମ ନବମୀ ପାଳିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ଶ୍ରୀ ରାମ ନବମୀ ଉପଲକ୍ଷେ ଡାବୁଗାଁ ଗ୍ରାମବାସୀ ମାନଙ୍କ ତରଫରୁ ମା ତାରେଣୀ ମନ୍ଦିର ଛକ ନିକଟରେ ଅନ୍ନ ପ୍ରସାଦ ସେବନ କରୁଛନ୍ତି ଶ୍ରଦ୍ଧାଳୁ ଗ୍ରାମବାସୀ ଓ ପଥଚାରୀ ବୃନ୍ଦ l ଅନ୍ନ ପ୍ରସାଦ ସେବନ କରିବାରେ ସହଯୋଗ କରୁଛନ୍ତି,ଜୀ ମୋହନ ରାଓ(ଚେନା ବାବୁ), ସପନ
Read More...

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ତମ ତିରୋଧାନ ଦିବସ ପାଳିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀ ଜଗନ୍ନାଥ ମନ୍ଦିର ସାମନାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସତେଇଶି ତମ ତିରୋଧାନ ଦିବସ ବିଜେଡିକର୍ମୀ ବୃନ୍ଦ ଙ୍କ ଦ୍ୱାରା ବେଶ୍ ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇଯାଇଛି l ଏହି ଅବସରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର
Read More...

ପାରଳାଖେମୁଣ୍ଡିରେ ଶ୍ରୀ ରାମ ନବମୀ ମହାସମାରୋହରେ ପାଳିତ

ଗଜପତି (ସଂଘର୍ଷ ମିଡିଆ) ; --ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସହ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ରାମ ନବମୀ ମହା ସମାରୋହରେ ପାଳିତ ହୋଇ ଯାଇଛି।ସହରର ବଜାର ଛକ ଠାରେ ଥିବା ଶ୍ରୀରାମ ମନ୍ଦିର, ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଶ୍ରୀ ରାମ ମନ୍ଦିର ରେ
Read More...

ମା ଫୁଲସୁନ୍ଦରୀ ମନ୍ଦିର ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ପୂଜା ଅନୁଷ୍ଠିତ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମୁଟିଆ ସାହି ରେ ଆଜି ମା ଶ୍ରୀ ଶ୍ରୀ ଶ୍ରୀ ଫୁଲସୁନ୍ଦରୀ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ପୂଜା ପ୍ରତିଷ୍ଠା କରାଯାଇଥିଲା। ଏହି ଶୁଭ ପୂଜା ରେ ମୁଖ୍ୟ ଅତିଥି ଭାଇ ହାଇଟେକ ଗ୍ରୁପ ଅଧକ୍ଷ ଡକ୍ଟର ତିରୁପତି ପାଣିଗ୍ରାହି ଓ
Read More...

ଦେଶରେ ଓଡିଶା ବହୁ ଆଗରେ ଜିଲ୍ଲା ସ୍ତରୀୟ ଗଣ କନଭେସନ – ବିଜୁ ଶ୍ରମିକ ସାମୁଖ୍ୟ

ପୁରୀ(ସଂଘର୍ଷ ମିଡିଆ) : ପୁରୀ ବଗଳା ଧର୍ମଶାଳା ଠାରେ ଓଡିଶା ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଗଣ କନଭେସନ ବିଜୁ ଶ୍ରମିକ ସାମୁଖ୍ୟ ର ମହାସଚିବ ସୁବାସ ସିଂହ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା | ପୁରୀ ଜିଲ୍ଲାର ଅଟୋ ଚାଳକ, ପରିବହନ କର୍ମଚାରୀ, ବିଦ୍ୟୁତ ଶ୍ରମିକ,
Read More...

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ(ସଂଘର୍ଷ ମିଡିଆ) : - ଚଳିତ ବର୍ଷ ନିର୍ବାଚନ ସହ ରଥଯାତ୍ରାର ଆୟୋଜନ ନିଶ୍ଚିତ ଭାବେ ଆହ୍ଵାନ।ତେବେ ସମ୍ମିଳିତ ଉଦ୍ୟମ ଓ ପାରସ୍ପରିକ ସହଯୋଗ ଦ୍ବାରା ଏହାକୁ ଆମେ ସଫଳ କରିବା।ତେଣୁ ପ୍ରତ୍ୟେକ ବିଭାଗ ସେମାନଙ୍କ ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More