Browsing Category

ଓଡିଶା

ଠାକୁରଙ୍କ କଳ୍ଳକି ଅବତାରରେ ଦର୍ଶନ କଲେ ଭକ୍ତ

ଗଜପତି(ସଂଘର୍ଷ ମିଡିଆ) : - -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ଆଜି ଠାକୁରଙ୍କର କଳକ୍କି ଅବତାର ଦେଖିବା ସକାଶେ ଭକ୍ତମାନଙ୍କ ସୁଅ ଛୁଟୁ ଥିବାର ଦେଖିବାକୁ ମିଳିଛି।ପାଗ ଆଜି ଅନୁକୂଳ ଥିବାରୁ ଆଖପାଖ ଗ୍ରାମ, ପୁରପଲ୍ଲୀରୁ ବହୁତ ଭକ୍ତଙ୍କ ସମାଗମ
Read More...

ଅନୁକୁମ୍ବା ଆଶ୍ରମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଂଚାୟତର ଅନୁକୁମ୍ବା ଆଶ୍ରମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ। ବିଦ୍ୟାଳୟ ପରିଦର୍ଶନ ସମୟରେ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ
Read More...

ଗଜପତିର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଦିବଙ୍ଗତ ବୀରେନ୍ଦ୍ର କୁମାର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଗଜପତି(ସଂଘର୍ଷ ମିଡିଆ) : - ପ୍ରଗତି ମହିଳା ସଙ୍ଗଠନ ଓ ୟୁ.ଟେକ୍.କମ୍ପ୍ୟୁଟର ଏଡୁ କେସନ୍ ସେଣ୍ଟର୍ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତନୁଜା ଶତପଥୀ ଅଧ୍ୟକ୍ଷତା କରିଥିଲେ ଶିକ୍ଷା ଅନୁଷ୍ଠାନର ସହ ପରିଚାଳକ ସବିତା ପଣ୍ଡିତ ପ୍ରାକ୍ ସୂଚନା ଦେବାବେଳେ ପ୍ରଣବ କୁମାର ପଣ୍ଡା,
Read More...

ଜିଲ୍ଲା ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର(sanghars midia) : - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦକ୍ଷୀଣ ଓଡିଶା ଜନଜାତି ସୁରକ୍ଷା ମଞ୍ଚ ତଥା ଅଖିଳ ଭାରତୀୟ ବିକାଶ ପରିଷଦ ଜିଲ୍ଲା
Read More...

ଓଡ଼ିଆ ସାହିତ୍ୟାକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ଦିବଙ୍ଗତ ବୀରେନ୍ଦ୍ର କୁମାର ଦାସ

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ): - ଉତ୍କଳ ହିତୈଷିଣୀ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତ ଶୋକ ସଭାରେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜଣେ ଦକ୍ଷ, ଶୋଚଟ୍ଟ ,ସରଳ,ଜନପ୍ରିୟ ଜିଲ୍ଲା ବରିଷ୍ଠ ପ୍ରଶାସକ ତଥା ଓଡ଼ିଆ ଅସ୍ମିତା ସୁରକ୍ଷାର ଜଣେ ଜାଗ୍ରତ ପ୍ରହରୀ ଭାବେ
Read More...

ଠାକୁରଙ୍କ କୃଷ୍ଣ ଓ ବଳରାମ ଅବତାରରେ ଦର୍ଶନ କଲେ ଭକ୍ତ

ଗଜପତି (ସଂଘର୍ଷ ମିଡିଆ) : - -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ଆଜି ଠାକୁରଙ୍କର କୃଷ୍ଣ ଓ ବଳ ରାମ ଅବତାର ଦେଖିବା ସକାଶେ ଭକ୍ତମାନଙ୍କ ସୁଅ ଛୁଟୁ ଥିବାର ଦେଖିବାକୁ ମିଳିଛି।ପାଗ ଆଜି ଅନୁକୂଳ ଥିବାରୁ ଆଖପାଖ ଗ୍ରାମ, ପୁରପଲ୍ଲୀରୁ ବହୁତ ଭକ୍ତଙ୍କ
Read More...

ଦିର୍ଘ ୨୫ ଦିନ ଧରି ଅନ୍ଧାରରେ ଦୁର୍ଗମ ଅଞ୍ଚଳରେ ଥିବା କୁଟୁଣିଗଣ୍ଡା ଗ୍ରାମବାସୀ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାବରେ ବେଶୀ ପରିଚିତ । ଏଠାରେ ନିରୀହ ଆଦିବାସୀ ମାନେ ବସବାସ କରନ୍ତି । ଏମାନଙ୍କ ଲାଗି ରାଜ୍ୟ ସରକାର କୁହନ୍ତୁ ଅବା କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅର୍ଥ ବ୍ୟୟ କରିଛନ୍ତି । ତେବେ ଗଜପତି ଜିଲ୍ଲା
Read More...

ପୁଣି ଦେଶ ପାଇଁ ଗୌରବ ଆଣିଲେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ(ସଂଘର୍ଷ ମିଡିଆ) : - ପୁଣି ଦେଶ ପାଇଁ ଗୌରବ ଆଣିଲେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଋଷିଆରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ବାଲୁକା ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିବା ଶହ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଋଷିଆର ସେଣ୍ଟ ପିଟସବର୍ଗରେ
Read More...

ପୁରୀ ରାଜଭବନରେ ଘଟିଛି ଅଭାବନୀୟ କାଣ୍ଡ,ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାଡରେ ଲହୁଲୁହାଣ ହେଲେ ଏଏସଓସ ବୈକୁଣ୍ଠନାଥ…

ପୁରୀ(ସଂଘର୍ଷ ମିଡିଆ) : - ରଥଯାତ୍ରା ସମୟରେ ପୁରୀ ରାଜଭବନରେ ଘଟିଛି ଅଭାବନୀୟ କାଣ୍ଡ। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ସଚିବାଳୟରେ କାର୍ଯ୍ୟରତ ଏଏସଓସ ବୈକୁଣ୍ଠନାଥ ପ୍ରଧାନ। ଲଳିତ ଓ ତାଙ୍କର କିଛି ସହଯୋଗୀ ତାଙ୍କୁ
Read More...

ବଡଶଙ୍ଖ ଛକ ଠାରେ ଅତିରିକ୍ତ ପୌର ଅଧିକାରଙ୍କୁ ଧକ୍କାମାରି ସାର୍ଟ ଚିରିଦେଲେ ପୁଲିସ କର୍ମଚାରୀ

ପୁରୀ(ସଂଘର୍ଷ ମିଡିଆ) : - ବଡଶଙ୍ଖ ଛକ ଠାରେ ଅତିରିକ୍ତ ପୌର ଅଧିକାରଙ୍କୁ ଧକ୍କାମାରି ସାର୍ଟ ଚିରିଦେଲେ ପୁଲିସ କର୍ମଚାରୀ, ପୌର କର୍ମଚାରୀଙ୍କ ହୋହଲ୍ଲା l ଆଜି ରାତ୍ର ସାଢେ 8ଟା ସମୟରେ ବଡଶଙ୍ଖ ଛକଠାରେ ଅତିରିକ୍ତ ପୌର ଅଧିକାର ବିଶ୍ୱରଂଜନ ପ୍ରଧାନଙ୍କୁ ଧକ୍କା ମାରି ସାର୍ଟ ଚିରିଦେଇଛନ୍ତି
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More