Browsing Category

ଅପରାଧ

ଶିଶୁ ଚୋରୀ ରାକେଟ୍‌‌ ଠାବ: ୮ନବଜାତ ଶିଶୁ ଉଦ୍ଧାର

ନୂଆଦିଲ୍ଲୀ(ସଂଘର୍ଷ ମିଡିଆ) : ସିବିଆଇ ଦିଲ୍ଲୀ ଏନସିଆରରେ ଶିଶୁ ଚୋରି ରାକେଟ୍‌‌ ଠାବ କରିଛି। ୭ରୁ ୮ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି ସିବିଆଇ ଟିମ୍‌‌। ଏହି ମାମଲାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ତଥା ଅନ୍ୟାନ୍ୟ ରାଜ୍ୟରେ ଏ ସଂକ୍ରାନ୍ତରେ
Read More...

ଉତ୍ତରପାର୍ଶ୍ଵ ମଠ ନିକଟରେରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ , ୧ ଗିରଫ

ପୁରୀ(ସଂଘର୍ଷ ମିଡିଆ) : - ଉତ୍ତରପାର୍ଶ୍ଵ ମଠ ନିକଟରେରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ମଙ୍ଗଳାଘାଟର ଟୂବୁ ନାୟକ 35 l ତା ନିକଟରୁ ଏକ କଟୁରୀ ଜବତ କରିଛି ପୁଲିସ l ଗତ 2023 ମସିହା ଅକ୍ଟୋବର 10 ତାରିଖରେ
Read More...

ଲୋକନାଥ ରୋଡ ବାରବାଟୀ କଲ୍ୟାଣ ମଣ୍ଡପ ନିକଟରେ ବୋମା ବିସ୍ଫୋରଣ, ପୁଲିସ ଦ୍ୱାରା ଗୋଟେ ଅଫୁଟା ବୋମା ଜବତ

ପୁରୀ(ସଂଘର୍ଷ ମିଡିଆ) : - ଆଜି ମଧ୍ୟାହ୍ନ 12ଟାରେ ଲୋକନାଥ ରୋଡ ବାରବାଟୀ କଲ୍ୟାଣ ମଣ୍ଡପ ନିକଟରେ ବୋମା ବିସ୍ଫୋରଣ ହୋଇଛି l ଏଥିରେ କୌଣସି କାହାର କ୍ଷତି ଘଟିନାହିଁ l ବାସେଳୀସାହି ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଆରମ୍ଭ କରିଛି l ବୋମା ନିଷ୍କ୍ରିୟ ଦଳ ଘଟଣା ସ୍ଥଳରୁ ଏକ
Read More...

ପୁରୀ ଚକ୍ରତୀର୍ଥ ରୋଡରେ ହୋଟେଲ କର୍ମଚାରୀ ବିକ୍ରମ କେଶରୀ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଧାଫାଶ, ୨ ଅପରାଧୀ ଗିରଫ

ପୁରୀ(ସଂଘର୍ଷ ମିଡିଆ) : - ସାମାନ୍ୟ କଥାକୁ କେନ୍ଦ୍ରକରି ହୋଟେଲ କର୍ମଚାରୀଙ୍କୁ ହୋଇଥିଲା ହତ୍ୟା। ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀ ଚକ୍ରତୀର୍ଥ ରୋଡରେ ହୋଟେଲ କର୍ମଚାରୀ ବିକ୍ରମ କେଶରୀ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଧାଫାଶ କରିଛି ପୁରୀ ପୋଲିସ। ମୋବାଇଲ ଚୋରି ଘଟଣାକୁ କେନ୍ଦ୍ରକରି
Read More...

ବିଦେଶୀ ମଦ ସହିତ ସ୍କୁଟି ଜବତ, ଜଣେ ଗିରଫ

ନରସିଂହପୁର(ସଂଘର୍ଷ ମିଡିଆ) : - ଆଜି ସନ୍ଧ୍ୟା ପ୍ରାୟ ନରସିଂହପୁର ପୁଲିସ ପକ୍ଷରୁ ୮୪ ଲିଟର ୬୦୦ ମିଲି ଲିଟର ବିଦେଶୀ ମଦ ସହିତ ଗୋଟିଏ ସ୍କୁଟି ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ପ୍ରାପ୍ତ ସୂଚନା ମୁତାବକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନରସିଂହପୁର ପୁଲିସ ନରସିଂହପୁର ଅନୁଗୁଳ
Read More...

ଜମିଜମା ବିବାଦକୁ କେନ୍ଦ୍ର କରି ବାପା ପୁଅଙ୍କୁ ନିର୍ଧୁମ ବାଡେ଼ଇଲେ ବଡ଼ ବାପା

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦରମହକୁମା କାଳୀସୁନ୍ଦରୀ ସାହିର କ୍ଷେତ୍ରୀପାଲ ଖମାରି ଏବଂ ତାଙ୍କ ପୁଅ ବିଶୁ ଖମାରିଙ୍କୁ ନିର୍ଧୁମ ବାଡ଼େଇ ଘୋଷାଡ଼ି ଘୋଷାଡ଼ି ରାସ୍ତାକୁ ନେଇଗଲେ lତାଙ୍କ ବଡ଼ବାପା ଖେଦୁରାମ ଖମାରି ଏବଂ ତାଙ୍କ ୩ ଜଣ ପୁଅ ଅନନ୍ତ ଖମାରି,
Read More...

ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ, ଶ୍ରୀମନ୍ଦିରକୁ ପ୍ରବେଶ କଲେ ବିଦେଶୀ ପର୍ଯ୍ୟଟକ

ପୁରୀ(ସଂଘର୍ଷ ମିଡିଆ) : - ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। ପଦାରେ ପଡ଼ିଲା ଶ୍ରୀମନ୍ଦିର ସୁରକ୍ଷାକର୍ମୀଙ୍କ ଅବହେଳା। ଗତ କିଛିଦିନ ପୂର୍ବରୁ ଜଣେ ବିଦେଶୀ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ ଆଜି ପୁନର୍ବାର ଶ୍ରୀମନ୍ଦିର ଭିତରେ ଜଣେ ବିଦେଶୀ ପର୍ଯ୍ୟଟକ
Read More...

ନବ ବିବାହିତ ଯୁବକଙ୍କୁ ଗଳା କାଟି ହତ୍ୟା

ଗଜପତି ( ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଗୁରାଣ୍ଡି ଥାନା ଅନ୍ତର୍ଗତ ତୋଟାଗୁମୁଡ଼ା ଗ୍ରାମ ନିକଟରେ ଥିବା ବାଟ-ଶିରିପୁର ମୁଖ୍ୟ ରାସ୍ତା କଡରେ ଏକ ଯାତ୍ରୀ ବିଶ୍ରାମାଗାର ନିକଟ ନିରୋଳା ସ୍ଥାନରୁ ପୋଲିସ ଜଣେ ନବ ବିବାହିତ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି।ମୃତ ଯୁବକ ହେଲେ
Read More...

ଶ୍ରୀମନ୍ଦିର ଶ୍ରୀମାର୍ଗରେ ଛୁରାମାଡ, ଯୁବକ ଗୁରୁତର ମେଡିକାଲରେ ଭର୍ତ୍ତି

ପୁରୀ (ସଂଘର୍ଷ ମିଡିଆ) : ଚୁଡଙ୍ଗସାହି ବାନାମ୍ବର ମନ୍ଦିର ଛକ ନିକଟରେ ଛୁରା ମାଡ । ଜଣେ ଯୁବକ ଗୁରୁତର ମେଡିକାଲରେ ଭର୍ତ୍ତି । ଯୁବକଙ୍କ ପରିଚୟ ଚୁଡଙ୍ଗ ସାହି ମାତା ଗୋସେଇଁ ଲେନର ପିଣ୍ଟୁ ଓରଫ ମନୋଜ କୁମାର ନାୟକ ବୟଷ ୩୨ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରାମାଡ଼ ହୋଇଥିବା ନେଇ
Read More...

ବେଲିଆପାଳ ଗ୍ରାମରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ,୨ ଗିରଫ

ବଡ଼ମ୍ବା (ସଂଘର୍ଷ ମିଡିଆ): - ବଡ଼ମ୍ବା ପୋଲିସ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ଚାଲୁଥିବା ସମୟରେ ଖବର ପାଇ ବେଆଇନ ଭାବେ ମଦ ବିକ୍ରି ହେଉଥିବା ସ୍ଥାନରେ ଚଢ଼ାଉ କରିଥିଲେ। ବଡମ୍ବା ଥାନା ଅଧିକାରୀଙ୍କ ନିଦ୍ଦେର୍ଶ କ୍ରମେ ସନ୍ଧ୍ୟା ସମୟରେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଅମାନ୍ତିଆ ଗ୍ରାମର ଏକ ଦୋକାନ
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More