Browsing Category

Sport

ବାବା ଚାଉଁରିଆ କ୍ରିକେଟ ଟୁର୍ଣ।ମେଣ୍ଟ ଉଦଯାପିତ: ଅଞ୍ଚଳା ଦଳ ବିଜେତା ଓ ବଡନୀ ଦଳ ଉପ ବିଜେତା

ନବରଙ୍ଗପୁର:(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅଂଚଳା ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଗ୍ରାମର ଯୁବ ଗୋଷ୍ଠୀ ମାନଙ୍କ ଆନୁକୁଲ୍ୟରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ହୋଇଥିଲା ଉଦଘାଟନ l ଏହି ଅବସରରେ ଡାବୁଗାଁ କଂଗ୍ରେସ ବ୍ଳକ
Read More...

ଆଶୁତୋଷ ପ୍ରଧାନଙ୍କୁ ଭବ୍ୟ ସ୍ଵାଗତ

ନରସିଂହପୁର(ସଂଘର୍ଷ ମିଡିଆ) : - କଟକ ଜିଲ୍ଲା ନରସିଂହପୁର ବ୍ଲକ ନୁଖାପଡ଼ା ପଞ୍ଚାୟତ ଅନ୍ତର୍ଗତ ଲେହେଙ୍ଗ ଗ୍ରାମର ଆଶୁତୋଷ ପ୍ରଧାନ ଓଡିଶା କବାଡି ଦଳରେ ସାମିଲ ହୋଇ ବିହାରଠାରେ ଆୟୋଜିତ ହୋଇଥିବା ୩୩ ତମ ସବ୍ ଜୁନିୟର କବାଡି ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପ୍ରତିନିଧିତ୍ଵ କରି ଘରକୁ
Read More...

୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ରେ ଯୁବକ ଅନିକେତ୍ ହେଲେ ଦ୍ବିତୀୟ

ନବରଙ୍ଗପୁର:(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୁମା ରେଭିନ୍ୟୁଗୁଡାର ପ୍ରଦୀପ୍ତ କୁମାର ଦାଶଙ୍କ ୨୧ ବର୍ଷର ପୁଅ ଅନିକେତ୍ ଦାଶ ୩ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ବିତୀୟ ସ୍ଥାନ ଅଧିକାର କରି ମାନ ପତ୍ର ପାଇ ନବରଙ୍ଗପୁର
Read More...

ନବରଙ୍ଗପୁର ଷ୍ଟାଡିୟମରେ ଟର୍ଫ୍ ୱିକେଟରେ ଖେଳ ଆରମ୍ଭ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ କଳାହାଣ୍ଡି କପ୍ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା ବରିଷ୍ଠ କ୍ରିକେଟ ଟିମ୍ ଦଳ ଚୟନ ପ୍ରକ୍ରିୟା ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଯାଇଛି।
Read More...

ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଉଦଘାଟିତ

କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ) : - କେନ୍ଦ୍ରାପଡା ପୌରାଂଚଳ ୧ ନଂ ୱାର୍ଡ ଅଧ୍ଵନ ଶ୍ୟାମଗୁଡିଆଠାରେ ବହୁମୂଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଉଦ୍‌ଘାଟିତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ VC ଦ୍ୱାରା ଏହି ଷ୍ଟାଡିୟମକୁ ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ
Read More...

ପ୍ଲାଷ୍ଟିକ ଭଲି ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରାଜୁ ଦଳର ବାଜିମାତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଗାନ୍ଧୀନଗର ସ୍ଥିତ ଆରଏମସି ପଡିଆରେ ଜିଲ୍ଳା ଇତିହାସରେ ପ୍ରଥମଥର ପାଇଁ ମା ଧରଣୀ ପ୍ଲାଷ୍ଟିକ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ
Read More...

ଜନଜାତି ଆଦିବାସୀ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଉଦଘାଟିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନବରଙ୍ଗପୁର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ୪ ତାରିଖ ଠାରୁ ୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜନଜାତି ଆଦିବାସୀ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ଏହି ମହୋତ୍ସବରେ ସୁନାମଧନ୍ୟ ଧାବିକା ଦୂତି
Read More...

ପୁରୀରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ମହିଳା କ୍ରିକେଟ ଏକାଡେମୀ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

ପୁରୀ(ସଂଘର୍ଷ ମିଡିଆ) : - ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ଯୁବ କ୍ରୀଡାବିତ ଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ଆଜି ଅପରାହ୍ନରେ ପୁରୀ ପେଣ୍ଠକଟା ସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଓ ମହିଳା କ୍ରିକେଟ
Read More...

ନବରଙ୍ଗପୁର ଜିଲ୍ଲା କ୍ରିକେଟ ଏକାଡେମି ଉଦଘାଟିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର କ୍ରିକେଟ ଏକାଡେମି ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସଂଘର ସଭାପତି
Read More...

କାଶୀନଗରରେ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍ ଉଦ୍‌ଘାଟିତ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା କାଶୀନଗରଠାରେ ହୋଇଥିବା ନବନିର୍ମିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ଯକ୍ଷ
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More