Browsing Category

ରାଜନୀତି

ବଦଳିଲେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ, ଉମାବଲ୍ଲଭ ରଥଙ୍କ ନାମ ଏଆଇସିସି ପକ୍ଷରୁ ଘୋଷଣା

ପୁରୀ(ସଂଘର୍ଷ ମିଡିଆ) : - ବଦଳିଲେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ, ଉମାବଲ୍ଲଭ ରଥଙ୍କ ନାମ ଏଆଇସିସି ପକ୍ଷରୁ ଘୋଷଣା l ଆଜି ଅପରାହ୍ନ 1ଟାରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଵିଧିବଦ୍ଧ ପୁରୀ ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଭାବେ
Read More...

ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରାର୍ଥୀ ପତ୍ର ଦାଖଲ

ପୁରୀ(ସଂଘର୍ଷ ମିଡିଆ) : - ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ବିଶାଳ ବାଇକ ରାଲି କରି ନିଜ ସମର୍ଥକ ଓ କର୍ମୀଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥର ସତ୍ୟବାଦୀବାସୀ ପରିବର୍ତ୍ତନ ଚାହୁଁଥିବା
Read More...

ଆଜି ବ୍ରହ୍ମଗିରି ବିଧାନସଭା ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ପ୍ରାର୍ଥୀ ପତ୍ର ଦାଖଲ

ପୁରୀ(ସଂଘର୍ଷ ମିଡିଆ) : - ବ୍ରହ୍ମଗିରି ବିଧାନସଭା ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଆଜି ସୁନାମୁଇଁ ଠାରୁ ହଜାର ହଜାର ସମର୍ଥକଙ୍କ ସହ ଆସି ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବ୍ରହ୍ମଗିରିରେ ଅନେକ ବିକାସ କାର୍ଯ୍ୟ ହୋଇଚି। ମୂଖ୍ୟମନ୍ତ୍ରୀ ଙ୍କ
Read More...

ପିପିଲିରୁ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିଙ୍କ ପ୍ରାର୍ଥୀ ପତ୍ର ଦାଖଲ

ପୁରୀ(ସଂଘର୍ଷ ମିଡିଆ) : - ପୁରୀ ସଂସଦୀୟ କ୍ଷେତ୍ରର ନାମାଙ୍କନପତ୍ର ଦାଖଲର ପଞ୍ଚମ ଦିନରେ ବିଜେପି, ବିଜେଡି ଓ ଆପ୍ ର ବିଧାୟକ ପ୍ରାର୍ଥୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ କର୍ମୀ ଓ ସମର୍ଥକଙ୍କ ସହ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ପୁରୀ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ
Read More...

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡିର ଯୋରଦାର ପ୍ରଚାର

ଗଜପତି(ସଂଘର୍ଷ ମିଡିଆ) : - ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡିର ଯୋରଦାର ପ୍ରଚାର ଦେଖାଯାଉଛି । ଅନ୍ୟ ଦଳରେ ସେପରି ଦେଖିବାକୁ ମିଳୁନାହିଁ । ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀଙ୍କ ପରିବାର ଲୋକମାନେ ଏଥିରେ ସାମିଲ୍ ହୋଇଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ ପରିବାର ମଧ୍ୟରେ
Read More...

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ବିଜେପିର ମିଶ୍ରଣ ପର୍ବ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ବୁଧବାର ସକାଳ ୧୦.୦୦ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗରମଣ୍ଡଳ ସ୍ଥିତ ଭାଲୁଗୁଡା ଏବଂ ନଗର ବିଜେପି କାର୍ଯ୍ୟାଳୟ ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲା ।ଭାଲୁଗୁଡା ଠାରେ ନଗରମଣ୍ଡଳର ପାଇକ ସମାଜର ୪୦
Read More...

ଆଜି ପୁରୀ ଲୋକସଭା ପାଇଁ ବିଜେଡ଼ିର ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ନାମାଙ୍କନ ପତ୍ର ଦାଖଲ

ପୁରୀ(ସଂଘର୍ଷ ମିଡିଆ) : - ପୁରୀ ଲୋକସଭା ପାଇଁ ବିଜେଡ଼ିର ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ପୁରୀ ଜିଲାପାଳଙ୍କ ନିକଟ ରେ ଅରୁପ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅରୁପ କହିଚନ୍ତି ସେ ଜନ
Read More...

ମୋହନାରେ ବିଜେପି ବିଧାୟକ ପାର୍ଥି ପ୍ରଶାନ୍ତ ମଲ୍ଲିକ ଓ ବିଜେପି ସାଂସଦ ପାର୍ଥି ପ୍ରଦୀପ ପାଣିଗ୍ରାହୀଙ୍କ ଶକ୍ତି ପଦର୍ଶନ

ଗଜପତି(ସଂଘର୍ଷ ମିଡିଆ) : - - ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ବ୍ରହ୍ମ ପୁର ସାଂସଦ ପାର୍ଥି ପ୍ରଦୀପ ପାଣିଗ୍ରାହୀ ମୋହନା ବିଜେପି ବିଧାୟକ ପାର୍ଥି ପ୍ରଶାନ୍ତ ମଲ୍ଲିକ ନିର୍ବାଚନ ପ୍ରଚାର କରିବା ସହ ଶକ୍ତି ପଦର୍ଶନ କରି ଥିବାର ଦେଖିବାକୁ ମିଳିଛି। ଏକ ବିଶାଳ ବାଇକ ରାଲିରେ
Read More...

ବହୁ ଚର୍ଚ୍ଚିତ ପୁରୀର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ…

ପୁରୀ(ସଂଘର୍ଷ ମିଡିଆ) : - ବହୁ ଚର୍ଚ୍ଚିତ ପୁରୀର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର । ତେବେ ନିର୍ବାଚନ ରଣାଙ୍ଗନକୁ ଓଲ୍ଗାଇବା ପୁର୍ବରୁ ଉପାସନା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ନିକଟ ରେ ନିଜକୁ ସମର୍ପି
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More