Browsing Category

ବିଦେଶ

ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନରେ ପୁଣି ବିସ୍ଫୋରଣ ଏକାଧିକ ଲୋକଙ୍କ ମୃତ୍ୟୁ

ଇସଲାମାବାଦ : ପାକିସ୍ତାନରେ ପୁଣି ବିସ୍ଫୋରଣରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବୁଧବାର ବଲୁଚିସ୍ତାନ ପ୍ରାନ୍ତରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ବାହାରେ ବିସ୍ଫୋରଣରେ ୧୨ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ଅନେକ ଲୋକେ ଆହତ ହୋଇଛନ୍ତି।
Read More...

ପରଲୋକରେ ନାମ୍ବିଆ ରାଷ୍ଟ୍ରପତି ହେଜ ଗୋଟଫ୍ରିଡ ଜିଙ୍ଗୋବଙ୍କ

ନାମ୍ବିଆ(ଏଜେନ୍ସି) : ନାମ୍ବିଆର ରାଷ୍ଟ୍ରପତି ହେଜ ଗୋଟଫ୍ରିଡ ଜିଙ୍ଗୋବଙ୍କର ରାଜଧାନୀ ୱିଣ୍ଡହୋକର ଏକ ଡାକ୍ତରଖାନାରେ ପରଲୋକ ଘଟିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ନାଙ୍ଗୋଲୋ ମ୍ବୁମ୍ବା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୮୨ବର୍ଷୀୟ
Read More...

ଜାପାନ ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ , ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଜାପାନ(ଏଜେନ୍ସି) : - ଟୋକିଓର ହନେଡା ବିମାନବନ୍ଦରରେ ଜାପାନ ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି। ଜାପାନ ଗଣମାଧ୍ୟମ ସୂଚନା ଅନୁସାରେ, ଅଧିକାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।
Read More...

ପାକିସ୍ତାନ ରାଜନୀତି ମଇଦାନରେ ପ୍ରଥମ ହିନ୍ଦୁ ମହିଳା

ଇସଲାମାବାଦ(ଏଜେନ୍ସି) : ଇତିହାସରେ ପ୍ରଥମ, ପାକିସ୍ତାନରେ ସାଧାରଣ ନିର୍ବାଚନ ଲଢିବେ ଜଣେ ହିନ୍ଦୁ ମହିଳା। ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ୮ ଫେବ୍ରୁଆରୀ ୨୦୨୪ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଖାୟବର ପାଖତୁନଖ୍ୱା ବୁନୈର ଜିଲାରେ
Read More...

ଚୀନରେ ଶକ୍ତିଶାଳୀ ଭୂକମ୍ପ, ୧୧୬ ଜଣଙ୍କ ମୃତ୍ୟୁ

ବେଜିଙ୍ଗ(ଏଜେନ୍ସି) : ଶକ୍ତିଶାଳୀ ଭୂକମ୍ପରେ ଥରିଛି ଚୀନ । ସୋମବାର ବିଳମ୍ବିତ ରାତିରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଗାନ୍‌‌ସୁ ପ୍ରାନ୍ତରେ
Read More...

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧର ବିଭୀଷିକା , ଗାଜାର ହସ୍ପିଟାଲ ଉପରେ ରକେଟ ମାଡ଼ ,୫୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ(ଏଜେନ୍ସି) : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲୁ ରହିଛି। ଏହି ଯୁଦ୍ଧରେ ଏଯାଏଁ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌‌ ହୋଇ ପ୍ରାୟ ୫ ଶହରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଛି। ଏହି ଆକ୍ରମଣକୁ ବିଭିନ୍ନ ମହଲରୁ
Read More...

ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ(ଏଜେନ୍ସି) : ରସାୟନ ବିଜ୍ଞାନ ପାଇଁ ଆଜି ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ନୋବେଲ କମିଟି ପକ୍ଷରୁ ୩ ଜଣ ବୈଜ୍ଞାନିକଙ୍କ ମିଳିତ ଭାବେ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ରସାୟନ ବିଜ୍ଞାନ ପାଇଁ ନୋବେଲ ପାଇଁ ମନୋନୀତ ହୋଇଥିବା ୩ ଜଣ ବୈଜ୍ଞାନିକ ହେଉଛନ୍ତି
Read More...

ମେଡିସିନ୍‌ ପାଇଁ ୨ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଲୀ(ଏଜେନ୍ସି) : - ମେଡିସିନ୍‌ ପାଇଁ ୨ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍‌ ପୁରସ୍କାର । କାଟାଲିନ କାରିକୋ ଓ ଡ୍ରିଉ ୱିସ୍‌ମ୍ୟାନ ପାଇବେ ନୋବେଲ୍‌ ପୁରସ୍କାର । କୋଭିଡ଼୍‌ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ପାଇବେ ନୋବେଲ ପୁରସ୍କାର ।
Read More...

ପରିବର୍ତ୍ତନର ପଦଧ୍ବନୀ | Footsteps of change

୧୯୯୮ରେ, କୋଡାକ୍ କମ୍ପାନୀର ୧,୭୦,୦୦୦ କର୍ମଚାରୀ ଥିଲେ ଏବଂ ଏହି କମ୍ପାନୀ ବିଶ୍ଵ ଫଟୋପେପର୍ ବ୍ୟବସାୟର ୮୫% ଅଂଶ ନିୟନ୍ତ୍ରଣ କରୁଥିଲା। ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ଡିଜିଟାଲ ଫଟୋଗ୍ରାଫି ସେମାନଙ୍କୁ ଫଟୋ ବଜାରରୁ ଠେଲି ବାହାର କରି ଦେଲା। କୋଡାକ୍ ଦେବାଳିଆ ହୋଇଗଲା ଏବଂ ସେମାନଙ୍କର
Read More...

ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ

ସାନ୍‌ଫ୍ରାନ୍‌ସିସ୍‌କୋ (ଏଜେନ୍ସି ) :- ଆମେରିକାରେ ଭାରତ ରାଷ୍ଟ୍ରଦୂତ ତରଣଜିତ ସିଂ ସାନ୍ଧୁ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇଙ୍କୁ ସାନ୍‌ଫ୍ରାନ୍‌ସିସ୍‌କୋରେ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ପଦ୍ମଭୂଷଣ ହେଉଛି ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ।
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More