Browsing Category

ଦେଶ

ପରପାରିରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଇଥିବା ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ

ଅଯୋଧ୍ୟା (ଏଜେନ୍ସି) : ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷିତଙ୍କ ଦେହାନ୍ତ ହୋଇଯାଇଛି। ଶନିବାର ସକାଳେ ୮୬ ବର୍ଷରେ ତାଙ୍କର ପରଲୋକ ଘଟିଛି। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ବୋଲି ତାଙ୍କ ପରିବାର ଲୋକଙ୍କ
Read More...

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହାୟତା ଘୋଷଣା

ନୂଆଦିଲ୍ଲୀ (ଏଜେନ୍ସି) : - ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା ।
Read More...

ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ଯାତ୍ରୀ ନିଖୋଜ

ବିହାର(ଏଜେନ୍ସି) : : ବିହାରର ପଟନା ଅନ୍ତର୍ଗତ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଯାତ୍ରୀମାନଙ୍କୁ ଖୋଜିବା ଲାଗି ଏସଡିଆରଏଫ ପକ୍ଷରୁ ଉଦ୍ୟମ ଜାରି ରହିଛି। ଗଙ୍ଗା ଦଶହରା ପାଳନ ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
Read More...

ସମ୍ପର୍କରେ କଳଙ୍କ,  ମାଇଁକୁ ବିବାହ କଲା ଭଣଜା

 ଝାଡ଼ଖଣ୍ଡ (ଏଜେନ୍ସି) : -  ଝାଡ଼ଖଣ୍ଡ ହଜାରୀବାଗ ଅଂଚଳର ଘଟଣା। ଗତ ଏପ୍ରିଲରେ ମାସିପିଢ଼ୀରୁ ଫେରାର ହୋଇଥିବା ପ୍ରେମିକ ଦମ୍ପତି ଯେଉଁମାନେ ସମ୍ପର୍କରେ ମାଇଁ-ଭଣଜା ହେବେ, ସୁରଜକୁଣ୍ଡ ଧାମରେ ବିବାହ କରିଛନ୍ତି। ସୂଚନା ଅନୁଯାୟୀ, ମାସିପିଢୀର ମୁକେଶ ମଣ୍ଡଳ ବରକଠା ଥାନାରେ ଏକ ମାମଲା ରୁଜୁ
Read More...

ପଦ ବଜାୟ ରଖିଲେ ବରିଷ୍ଠ ପ୍ରଶାସକ ପ୍ରମୋଦ କୁମାର ମିଶ୍ର

ନୂଆଦିଲ୍ଲୀ(ଏଜେନ୍ସି) : - ପଦ ବଜାୟ ରଖିଲେ ବରିଷ୍ଠ ପ୍ରଶାସକ ପ୍ରମୋଦ କୁମାର ମିଶ୍ର । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ପଦ ବଜାୟ ରଖିଲେ । ଗୁଜରାଟ କ୍ୟାଡରର ପୂର୍ବତନ ଆଇଏଏସ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର ।
Read More...

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ(ସଂଘର୍ଷ ମିଡିଆ) : - ଦେଶରେ ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହୋଇଛି । ତେବେ ଏହି ଅବସରରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ
Read More...

ତାପମାତ୍ରାରେ ସର୍ବକାଳୀନ ରେକର୍ଡ କଲା ଦିଲ୍ଲୀ, ଆଜି ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀ

ନୂଆଦିଲ୍ଲୀ(ଏଜେନ୍ସି) : ତାପମାତ୍ରାରେ ସର୍ବକାଳୀନ ରେକର୍ଡ କଲା ଦିଲ୍ଲୀ। ବୁଧବାର ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀ ରେକର୍ଡ କରାଯାଇଛି। ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀରେ ତାପମାତ୍ରା ରେକର୍ଡ ଭାଙ୍ଗୁଛି।ବୁଧବାର ରାଜଧାନୀର ମୁଙ୍ଗେଶପୁର ଅଞ୍ଚଳ ସବୁଠାରୁ ଉତ୍ତପ୍ତ ଥିଲା। ଏଠାରେ
Read More...

କୁମ୍ବିଂ ଅପରେସନ ବେଳେ ୨ଟି ଟିଫିନ ବୋମା ଠାବ

କୋଟଗଡ଼ (ଏଜେନ୍ସି) : - ବଡ଼ ବିପଦ ଟଳିଲା । ଅଳ୍ପକେ ବର୍ତ୍ତିଲେ ଯବାନ । କୁମ୍ବିଂ ଅପରେସନ ବେଳେ ୨ଟି ଟିଫିନ ବୋମା ଠାବ । କୋଟଗଡ଼ ଲାସେରି ସଂରକ୍ଷିତ ଜଙ୍ଗଲରୁ ଟିଫିନ ବୋମା ଉଦ୍ଧାର । ସିଆରପିଏଫ ଏବଂ ଏସଓଜି ଯବାନ କରୁଥିଲେ କୁମ୍ବିଂ ଅପରେସନ ।
Read More...

ରାଜଧାନୀ ଦିଲ୍ଲୀରେ ପୁଣି ଏକ ଅଗ୍ନିକାଣ୍ଡ, ୩ ମୃତ

ନୂଆଦିଲ୍ଲୀ(ଏଜେନ୍ସି) : ରାଜଧାନୀ ଦିଲ୍ଲୀରେ ପୁଣି ଏକ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଶାହଦରା ଜିଲାର କୃଷ୍ଣା ନଗର ଅଞ୍ଚଳରେ ରବିବାର ଭୋର ସମୟରେ ଏକ ଅଟ୍ଟାଳିକାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
Read More...

ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପୁରୀ(ସଂଘର୍ଷ ମିଡିଆ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଚନ୍ତି। ପ୍ରଧାନମନ୍ତ୍ରୀ କଡ଼ା ସୁରକ୍ଷା ମଧ୍ଯ ରେ ସକାଳ 7 ଟା ରେ ପୁରୀ ତାଳବଣିଆ ହେଲି ପ୍ୟାଡରେ ଅବତରଣ ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୂ ଙ୍କୁ ଦର୍ଶନ
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More