Browsing Category

କରୋନା ଅପଡେଟ

ଆଜି ରାଜ୍ୟରେ ଦିନକରେ ୬୦୯୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର(ସଂଘର୍ଷ ମିଡିଆ ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୪୪୬ ଏବଂ ସ୍ଥାନୀୟ ସଂକ୍ରମିତ ୨୬୫୧ ରହିଥିବା ଜଣାଯାଇଛି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୧୭ ଅଛନ୍ତି।
Read More...

ମହାମାରୀ କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଲେ ରାଉରକେଲାର ସୁଧାଂଶୁ ଶେଖର ସାହୁ

ରାଉରକେଲା (ସଂଘର୍ଷ ମିଡିଆ ) : ‘‘ଥଣ୍ଡା, ଜ୍ୱର ଆଦି ଲାଗି ରହିବାରୁ ମୁଁ ଯାଇ କୋଭିଡ୍ ପରୀକ୍ଷା କରିଥିଲି। ରିପୋର୍ଟ ପଜିଟିଭ୍ ଆସିବାରୁ ମୁଁ ରାଉରକେଲାର ଏକ ସରକାରୀ କୋଭିଡ୍ ହସ୍ପିଟାଲକୁ ଫୋନ୍ କରି ଜଣାଇଥିଲି। ଆମ୍ବୁଲାନ୍ସ ଆସିବା ପରେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ସେଠାକାର
Read More...

ସରକାରୀ କୋଭିଡ୍ ହସ୍ପିଟାଲରୁ ଚିକିତ୍ସା ପାଇ ସୁସ୍ଥ ହେଲେ ରାଉରକେଲାର ଜ୍ୟୋତି ସିଂ

ରାଉରକେଲା(ସଂଘର୍ଷ ମିଡିଆ ) : ‘‘ମତେ ପ୍ରଥମେ ଜ୍ୱର ହେଉଥିଲା। ପରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲା। ରାଉରକେଲା କୋଭିଡ୍ ହେଲ୍ପଲାଇନକୁ ଫୋନ୍ କରି ଜଣାଇବା ପରେ ଆମ୍ବୁଲାନ୍ସ ଆସି ମତେ କୋଭିଡ୍ ହସ୍ପିଟାଲକୁ ନେଇ ଯାଇଥିଲା। ହସ୍ପିଟାଲର ଡାକ୍ତର, ନର୍ସମାନେ ମତେ ଭଲ ଚିକିତ୍ସା
Read More...

ରାଜ୍ୟରେ ଦିନକରେ ୬୦୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ସଂଘର୍ଷ ମିଡିଆ ) : ରାଜ୍ୟରେ କ୍ରମାଗତ ଭାବରେ ଗତ ପ୍ରାୟ ତିନିଦିନ ଧରି ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ତାହା ପୁଣି ବୃଦ୍ଧିପାଇଛି। ଗୋଟିଏ ଦିନରେ ରାଜ୍ୟରୁ ୬୦୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ
Read More...

ଆଜି ରାଜ୍ୟରେ ଆଉ ୪୩ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ପ୍ରତିଦିନ ମୃତକଙ୍କ ସଂଖ୍ୟା ୪୦ ଅତିକ୍ରମ କରୁଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୧୨୩ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ରାୟଗଡାରେ ୧୮ରୁ ୪୪ ବୟସ ବର୍ଗଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ

ରାୟଗଡା(ସଂଘର୍ଷ ମିଡିଆ ) : - ରାୟଗଡାରେ ଆଜି ପ୍ରଥମ କରି 18 ରୁ 44 ବୟସ ଵର୍ଗଙ୍କୁ ପ୍ରଥମ ଡୋଜ କୋଭିଡ଼ି ଟୀକା ଦିଆଯାଇଛି । ମ୍ୟୁନିସିପାଲଟି ଅଧିନସ୍ଥ ସମସ୍ତ ଟୀକାକରଣ କେନ୍ଦ୍ରରେ ଏହି ଟୀକାଦାନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ କୋଭିଡ଼ି ଟିକାଦାନ ବେଳେ ରାୟଗଡ଼ା ଜିଲ୍ଲାପାଳ ସରୋଜ
Read More...

କରୋନା ସଚେତନତା ରଥ ଉଦ୍‌ଘାଟନ

ମାଲକାନଗିରି(ସଂଘର୍ଷ ମିଡିଆ ) : - ରାଜ୍ୟରେ କରୋନାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରିବା ସହ ଗାଁ ଗାଁରେ ଆଶା , ଅଙ୍ଗନୱାଡି ମାନଙ୍କ ଦ୍ଵାରା ସଚେତନତା କରାଯାଉଛି । ତେବେ ଆଜି ମାଲକାନଗିରି
Read More...

୬ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲା ପ୍ରଶାସନ

ମାଲକାନଗିରି ( ସଂଘର୍ଷ ନ୍ୟୁଜ୍) : ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ୪ଟି ବ୍ଲକର ୬ ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ(ନିସିଦ୍ଧଞ୍ଚଳ) ଘୋଷଣା କରାଯାଇଛି । ସେହି ବ୍ଲକ ଗୁଡିକ
Read More...

ଫର୍ଟିଲାଇଜର ଅଞ୍ଚଳରେ ନୂତନ କୋଭିଡ୍‌ ହସ୍ପିଟାଲ ଉଦ୍ଘାଟନ

ରାଉରକେଲା (ସଂଘର୍ଷ ମିଡିଆ ) : ଫର୍ଟିଲାଇଜର ଟାଉନସିପ୍ ଅଞ୍ଚଳ ତଥା ସୁନ୍ଦରଗଡ ବାସିନ୍ଦାମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ ଅକ୍ସିଜେନ ଓ ଭେଣ୍ଟିଲେଟର ଯୁକ୍ତ ୫୦୦ ଶଯ୍ୟା ବିଶିଷ୍ଟ କୋଭିତ୍ ହସ୍‌ପିଟାଲକୁ ଆଜି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର
Read More...

ତିରୁଣାର ଏକତା ସ୍ପୋର୍ଟିଂ କ୍ଲବର ମହନୀୟତା, ମାହାମାରୀ କୋଭିଡ ସମୟରେ ସମସ୍ଥ ସଭ୍ୟ ଚଳଚଞ୍ଚଳ

ଜଗତସିଂହପୁର(ସଂଘର୍ଷ ମିଡିଆ ) :-ଯେଭଳି ଭାବେ ସାରା ଭାରତ ବର୍ଷ ଏବଂ ସମ୍ପୂର୍ଣ ଓଡ଼ିଶା ମାଟି କରୋନାର ଦ୍ୱିତୀୟ ଲହରୀର ସମ୍ମୁଖୀନ କରୁଛି ଏହି ଭଳି ପରିସ୍ଥିତି ରେ ଏକତା ସ୍ପୋର୍ଟିଂ ପରିବାର କିଭଳି ଵା ପଛେଇ ଯିବ ଲୋକମାନଙ୍କ ସେବା କରିବାରେ । ଜନତା ସେବାରେ ସବୁବେଳେ ଏକତା ସବୁବେଳେ
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More