ଦକ୍ଷିଣ ଭାରତୀୟ ଅଭିନେତା ପ୍ରଦୀପ କେ ବିଜୟନଙ୍କ ପରଲୋକ 

41

Get real time updates directly on you device, subscribe now.

ନୂଆଦିଲ୍ଲୀ:(ଏଜେନ୍ସି) ଦକ୍ଷିଣ ଭାରତୀୟ ଅଭିନେତା ପ୍ରଦୀପ କେ ବିଜୟନଙ୍କ ପରଲୋକ ଘଟିଛି। ବୁଧବାର ପଲଭକ୍କମସ୍ଥିତ ତାଙ୍କ ଘରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଜୟନଙ୍କ ବନ୍ଧୁ ଦୁଇ ଦିନ ହେଲା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ ଫୋନ୍‌ ନ ଉଠାଇବାରୁ ସେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଅଭିନେତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More