ଓଡ଼ିଶା ଛତିଶଗଡ ସୀମାନ୍ତ ସମିକ୍ଷା କଲେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୁଆନ

ବରଗଡ଼ ( ସଂଘର୍ଷ ମିଡିଆ ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳର ଲୋକ ଛତିଶଗଡ଼ ସୀମାରେ ମିଶିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ ଛତିଶଗଡ଼ ବିଧାୟକଙ୍କୁ ଏବିଷୟ ନେଇ ଓଡ଼ିଶାରେ ହୁଳସ୍ତୁଳ ହେଉଥିବାରୁ ବରଗଡ଼ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗି ଯାଇଛି। ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ
Read More...

ମା ଧରଣୀ ବୁଢା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କେଶରାଜପୁର ଠାରେ ୧୩ ତମ ମା ଧରଣୀ ବୁଢା କ୍ରିକେଟ ଟୁନାମେଣ୍ଟ ଉଦଯାପିତ ହୋଇଯାଇଛି l ଉକ୍ତ ମ୍ୟାଚରେ ବରଗାଁ ଓ ଖାଇରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ବ୍ରରଗାଁ ଦଳ ପ୍ରଥମେ ବ୍ୟାଟିଂ କରି 15 ଓଭରରେ 244 ରନ କରିଥିଲେ ଜବାବରେ
Read More...

ବ୍ରାଉନସୁଗାର ଓ ଚୋରା ମଦ ଜବତ; ୨ ଗିରଫ

ଜଗତସିଂହପୁର ( ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲାରେ ପୁଣି ଧଳା ଜହର।ଜିଲାରେ ଧଳା ଜହରକୁ ରୋକିବା ପାଈଁ ଜଗତସିଂହପୁର ଜିଲ୍ଲା ଅବକାରୀ ସୁପରିଟେଣ୍ଡ ଅଶୋକ କୁମାର ଶତପଥି ଙ୍କ ନିର୍ଦେଶ କ୍ରମେ ଅବକାରୀ ଜିଲ୍ଲା ସହକାରୀ ସୁପରିଡେଣ୍ଟ ବୈଜନ୍ତି ପଣ୍ଡା ଓ ଜିଲ୍ଲା
Read More...

ନାହାଳପୁର ଗ୍ରାମପଞ୍ଚାୟତରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ଗ୍ରାମରେ 12ତମ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସମାଜ ର କଲ୍ୟାଣ ପାଇଁ ଚାରି ଦିନ ଧରି ଯଜ୍ଞ ହୋଇଅସୁଅଛି । ଏହି ଉପଲକ୍ଷେ ବାଦିପାଲା ଅନୁଷ୍ଠିତ ହୋଇଥିଲା । ଗାୟିକା ଝାଂସିରାଣୀ ସାହୁ (ଜଗତସିଂହପୁର) ଓ
Read More...

ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତର

ଜଗତସିଂହପୁର ( ସଂଘର୍ଷ ମିଡିଆ ) : - ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବାଲିଭଉଁରୀ ନାଉଗାଁ ମୂଖ୍ୟ ରାସ୍ତାର ପାଳସାହି ନିକଟରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିଲା। ଜଣେ ସାଂଘାତିକ ଗୁରୁତର ଓ ଦୁଇ ଜଣ ଆହତ ଅବସ୍ତାରେ ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ
Read More...

ରାଉରକେଲାର ସେକ୍ଟର ୩ରେ ଭାରତୀୟ ଜନତା ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା ( ସଂଘର୍ଷ ମିଡିଆ ) : ରାଉରକେଲାର ସେକ୍ଟର ୩ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ୨୦୧୫ ମସିହା ଏପ୍ରିଲ୍ ୧ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତରେ ଆସି ରାଉରକେଲା ବାସିଙ୍କ ଦୀର୍ଘଦିନର ଦାବି ଓ ଆକାଂକ୍ଷାକୁ ପୂରଣ କରିବାକୁ
Read More...

ଟ୍ରକ୍ ସହ ମୁହାଁ ମୁହିଁ ଧକ୍କା ହେଲା ଟ୍ରକ, ୨ ଗୁରୁତର ଆହତ

ନୟାଗଡ଼ ( ସଂଘର୍ଷ ମିଡିଆ ) : - ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ମାଇଛେଳି ଜଙ୍ଗଲ ନିକଟରେ ମୁହାଁ ମୁହିଁ ଧକା ଫଳରେ ଦୁଇ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ନୂଆଗାଁ ଦମକଳ ବାହିନୀ ଦୁହେଁଙ୍କୁ ଉଦ୍ଧାର କରି ଜିଲ୍ଲା ମେଡ଼ିକାଲ ରେ
Read More...

ଶ୍ରୀମନ୍ଦିରରେ ପଡି ବଙ୍ଗୀୟ ପର୍ଯ୍ୟଟକ ଆହତ

ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିରରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ପଡି ଫାଟିଲା ନାକ | ମାନବିକତା ଦେଖାଇଲେ ପୋଲିସ କର୍ମଚାରୀ | ପୋଲିସ ବିଭାଗର ଜଣେ ହାବିଲଦାର ଏବଂ ଦୁଇଜଣ କନଷ୍ଟେବଳ ରକ୍ତାକ୍ତ ଅବସ୍ଥାରେ ବରିଷ୍ଠ ନାଗରିକ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଷ୍ଟ୍ରେଚର ଯୋଗେ
Read More...

ସରକାରୀ ଜମି କିଣାବିକା ଦୁର୍ନୀତିକୁ ନେଇ ତଦନ୍ତ ଦାବି କଲା ଚୌଦ୍ୱାର କଂଗ୍ରେସ

ଚୌଦ୍ୱାର ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକାର ୧୦ ନମ୍ବର ଓ ୧୯ ନମ୍ବର ୱାର୍ଡରେ ହୋଇ ଆସୁଥିବା ସରକାରୀ ଜମି କିଣାବିକା ଦୁର୍ନୀତିକୁ ନେଇ ଆଜି ଏହାର ତଦନ୍ତ ଦାବି କରିଛି ଚୌଦ୍ୱାର କଂଗ୍ରେସ | ଚୌଦ୍ୱାର କଂଗ୍ରେସ ପକ୍ଷରୁ ସଭାପତି ବିଜୟ କୁମାର
Read More...

ଜୀବନରୁ ମାରିଦେବାକୁ ଧମକ ଦେବାପରେ ସୁରକ୍ଷାପାଇଁ କେନ୍ଦ୍ରାପଡା ଏସ୍ ପି ଙ୍କ ଦ୍ବାରସ୍ଥ ହେଲେ ପରିବାର

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ମୋଝିଅକୁ ହତ୍ୟାକରି ହତ୍ୟାକରିମାନେ ଖସିଯାଉଛନ୍ତି । ପୋଲିସ ତାଙ୍କୁ ଗିରଫ ନକରି ସହଯୋଗ କରୁଛି । ଏମିତି ଏକ ଅଭିଯୋଗ ନେଇ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ପୋଖରୀଆ ଗାଁର ଦୁର୍ଗା ଚରଣ ବେହେରା ଓ ତାଙ୍କ ପରିବାର ଆଜି କେନ୍ଦ୍ରାପଡା ଜିଲ୍ଲା ଏସ୍
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More