ଆଦର୍ଶ ଏନଜି ଓ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜଗାଙ୍ଗପୁର ( ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁରର ସ୍ଥାନୀୟ ପୂତବିଭାଗ ଡାକବଙ୍ଗଳାରେ ଆଦର୍ଶ ଏନଜି ଓ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନ ଅଭିଯାନ କାର୍ଯ୍ୟକ୍ରମ କରାଗଲା ଅତିଥି ରୂପେ ଟ୍ରକ ମାଲିକ ସଙ୍ଘ ସଭାପତି ସୋହେବ ଆଲାମ ସମାଜ ସେବୀ କମଳ
Read More...

କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିର ଦିନକୁ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବେ ପାଳିତ

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ଆଜି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବେ ପାଳନ କରିଛି । କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କନଫରେନ୍ସ ହଲ ଗୁ ଠାରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମୃତ ଋତୁରାଜ, ଜିଲ୍ଲା ପ୍ରକଳ୍ପ
Read More...

ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସାତମାଇଲ ବଙ୍ଗଳାଠାରେ ବିଜୁ ବାବୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳିତ

ହିନ୍ଦୋଳ ( ସଂଘର୍ଷ ମିଡିଆ ) : ହିନ୍ଦୋଳ ବ୍ଲକ ବିଜୁ ଜନତାଦଳର ସଭାପତି ବରୁଣ ସରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପରେ ହିନ୍ଦୋଳର ପ୍ରୀୟ ବିଧାୟିକା ସୀମାରାଣୀ ନାୟକ ଯୋଗଦେଇ ପ୍ରବାଦପୁରୁଷ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ
Read More...

ବିଜେଡି ପକ୍ଷରୁ ଜଗତସିଂହପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ

ଜଗତସିଂହପୁର ( ସଂଘର୍ଷ ମିଡିଆ ) : - ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପଲି ପଂଚାୟତ ର ମହାକାଳେଶ୍ୱର ପଡିଆ ଠାରେ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତା ଦୀପ୍ତି ଦାସ ଙ୍କ
Read More...

କଲମପୁର ବ୍ଲକ ପ୍ରଶାସନ ଦ୍ୱାରା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତି ଓ ପଞ୍ଚାୟତିରାଜ ଦିବସ ପାଳିତ

କଳାହାଣ୍ଡି ( ସଂଘର୍ଷ ମିଡିଆ ) : - ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତି ଅବସରରେ କଳାହାଣ୍ଡି ଜିଲ୍ଲା - କଲମପୁର ବ୍ଲକ ପରିସରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରସନ୍ନ ପଟେଲଙ୍କ ନେତୃତ୍ବରେ ପଞ୍ଚାୟତ
Read More...

ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ସାଇକେଲ ରାଲି

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ବିଜୁ ଛାତ୍ର, ବିଜୁ ଜନତା ଦଳ ତରଫରୁ ଜନ୍ମସ୍ଥାନ କଟକ ଆନନ୍ଦ ଭବନଠାରୁ ଭୁବନେଶ୍ୱର ଏୟାରପୋର୍ଟ ପର୍ଯ୍ୟନ୍ତ ସାଇକେଲ ରାଲି କରାଯାଇଥିଲା। ସାରା ରାଜ୍ୟରେ ବିଜୁ
Read More...

ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

ସୁନ୍ଦରଗଡ ( ସଂଘର୍ଷ ମିଡିଆ ) :  ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର  ବିଜେଡି ସଭାପତି ରାଜେନ୍ଦ୍ର ବେହେରାଙ୍କ ଅଧ୍ୟକତାରେ  ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଜନ୍ମଦିବସ ପାଳନ କରାଯାଇଛି  l ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଗଲା ପରେ ସଭାପତି  ବିଜୁ ବାବୁଙ୍କ ଜୀବନ
Read More...

ବିରିଡି ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ୧୦୫ତମ ଜନ୍ମଜୟନ୍ତୀ ପାଳନ

ବିରିଡି ( ସଂଘର୍ଷ ମିଡିଆ ) : ବିରିଡି ବିଜେଡି ପକ୍ଷରୁ ପ୍ରଦାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମଜୟନ୍ତୀ ସ୍ଥାନୀୟ ବୁଜୁଭବନ ଠାରେ ପାଳିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆତ୍ମାର ଅଧ୍ୟକ୍ଷ ରବିନାରାୟଣ ଜେନା, ଜିଲ୍ଲା ପରିଷଦ
Read More...

ବହୁ ପ୍ରତିକ୍ଷିତ ସାଳନ୍ଦୀ ନଦୀର ବାରିକପୁର ଠାରେ ଚେକ ଡ୍ୟାମର ଶିଳାନ୍ୟାସ

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକରେ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀର ଜଳକୁ ସଂଗ୍ରକ୍ଷିତ କରି ରଖିବା ସହିତ ଚାଷ ଜମିକୁ ଜଳ ସେଚନର ସୁବିଧା ପାଇଁ ଏହି ନଦୀର ବାରିକପୁର ଠାରେ ଏକ ଚେକ ଡେମ ନିର୍ମାଣ କରାଯିବ । ଏଥିପାଇଁ ଏକ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି. ଏହି ଉପଲକ୍ଷେ
Read More...

କୋଭିଡ଼ କଟକଣା ପରେ ଯାତ୍ରା କଳାକାରମାନଙ୍କ ମଧ୍ୟରେ ଖୁସିର ଲହରୀ

କଟକ ( ସଂଘର୍ଷ ମିଡିଆ ) : କଟକ ସଦର:ରାଜ୍ୟରେ କରୋନା କଟକଣା ଲାଗୁହେବା ପରେ ସମଗ୍ରଓଡିଶାରେ ଥିବା ଯାତ୍ରାପାଟି ଗୁଡିକୁ ସରକାର ବନ୍ଦ କରିଦେଇଥିଲେ। ଫଳରେ ଯାତ୍ରା ଦଳରେ ଥିବା କଳାକାର ମାନେ ଏକପ୍ରକାର ଜୀବିକା ହରାଇ ବସିଥିବା ସହ ତାଙ୍କର ସ୍ଥିତି ଦୟନୀୟ ହୋଇପଡିଥିଲା । ଖାଲି ସେତିକି ନୁହେଁ
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More