ଜୁନ ୧ ଯାଏଁ ଏକଜିଟ ପୋଲ ନିଷିଦ୍ଧ

ନୂଆଦିଲ୍ଲୀ(ଏଜେନ୍ସି) : ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକଜିଟ ପୋଲ ଉପରେ ନିଷିଦ୍ଧ ଘୋଷଣା କରାଯାଇଛି। ଆଜିଠାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଏକଜିଟ ପୋଲକୁ ନିଷିଦ୍ଧ ହୋଇଛି। ଜୁନ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ଯାଏଁ ଏକଜିଟ ପୋଲ ନିଷିଦ୍ଧ ହୋଇଛି ବୋଲି ଭାରତୀୟ ନିର୍ବାଚନ ଆୟୋଗ
Read More...

ବିଷଧର ନାଗସାପ କାମୁଡ଼ାରେ ମହିଳା ଗୁରୁତର

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ଘରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର ହୋଇଛନ୍ତି | ସୂଚନା ପ୍ରକାରେ ପାପଡାହାଣ୍ଡି ବ୍ଲକ ସଦର ଗ୍ରାମର ବଙ୍କା ସାହିର ଦେବକୀ ମାଝୀ (୬୫) ଘରେ ଶୋଇଥିବା ସମୟରେ
Read More...

ବହୁ ଆଡ଼ମ୍ବରରେ ଆରମ୍ଭ ହେଲା ଛଇତନା ମେଳଣ

ପୁରୀ(ସଂଘର୍ଷ ମିଡିଆ) : - : ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଛି ଛଇତନା ମେଳଣ। ଗୋପ ବ୍ଳକର ଏହି ପ୍ରସିଦ୍ଧ ମେଳଣ ଅବସରରେ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଛି ଜମାଣ ଉତ୍ସବ । ନାଗା, ମେଢ଼ ରୋଷଣୀରେ ଗ୍ରାମ ଦେବତା ତଥା ଥାନପତି ବାବା ଗ୍ରାମେଶ୍ଵର, ଶ୍ରୀ ଦଧିବାମନ ଦେବ, ଗୋପିନାଥ ଦେବ ଓ ଭଗବତ
Read More...

ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡା ପଞ୍ଚାୟତ ଅଧୀନ ଜନ୍ଦ୍ରୀଗୁଡା, ଅଞ୍ଚଳା ପଞ୍ଚାୟତର ପୁଜାରିଗୁଡା ଓ ମେଦନା ପଞ୍ଚାୟତର ମେଦନା ଗ୍ରାମ ଠାରେ ବ୍ଲକ ବିଜେଡି ତରଫରୁ ଏକ କର୍ମୀ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏହି ୩ ଟି ସ୍ଥାନରେ
Read More...

ବିଜେଡ଼ିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର:(୧୯|୪)(ରବି ନାରାୟଣ ମହାନ୍ତି)ନିର୍ବାଚନ ବିଗୁଲ ବାଜିଲା ପରେ ସାରା ରାଜ୍ୟରେ ନେତା, ବିଭିନ୍ନ ଦଳର କର୍ମକର୍ତ୍ତା ନିର୍ବାଚନ ପ୍ରସ୍ତୁତିରେ ଜୋର ସୋରରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି lପ୍ରତ୍ୟେକ ଦଳ ନିଜ ନିଜ କର୍ମକର୍ତ୍ତା ମାନଙ୍କୁ ନେଇ କର୍ମୀ ସମ୍ମିଳନୀ କରିବାରେ ବ୍ୟସ୍ତ
Read More...

ବିଜେପି ବିଧାୟକ ପ୍ରାର୍ଥୀ ସୋମନାଥ ପୂଜାରୀଙ୍କୁ ଡାବୁଗାଁରେ ଭବ୍ୟ ସମ୍ବର୍ଦ୍ଧନା

ନବରଙ୍ଗପୁର:(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ବିଜେପି ତରଫରୁ ଡାବୁଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସୋମନାଥ ପୂଜାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଡାବୁଗାଁ ବିଜେପି ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ,
Read More...

ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିଧାୟକ ଶ୍ରୀଯୁକ୍ତ ଦାସରଥି ଗୋମାଙ୍ଗଙ୍କ ନାମାଙ୍କନ ପତ୍ର ଦାଖଲ

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳିୟ ପ୍ରାର୍ଥି ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ତାଙ୍କର ନିର୍ବାଚନ ମଣ୍ଡଳୀର ହଜାର ହଜାର ସମର୍ଥକ,ନେତା ଓ କର୍ମୀ ମାନେ
Read More...

ଭୋଟ ହାର ବୃଦ୍ଧି ନିମନ୍ତେ”ସ୍ବିପ୍ ଅଭିଯାନ”ରେ ଭୋଟର ସଚେତନତା

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : - ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନ‌ତା ସୃଷ୍ଟି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ ସ୍ବିପ୍ ଅଭିଯାନରେ ବିଭିନ୍ନ ସ୍ଥାନରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
Read More...

ପ୍ରଥମ ଦିବସରେ ନାମାଙ୍କନ ଭରିଲେ ଭୁଜବଳ ମାଝୀ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନାମାଙ୍କନ ଦାଖଲ ର ପ୍ରଥମ ଦିବସ ରେ ନାମାଙ୍କନ ଦାଖଲ କଲେ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝି । ଭୁଜବଳ ମାଝୀ କଂଗ୍ରେସ ସମର୍ଥକ ଙ୍କ ସହ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଆଜି ତାଙ୍କର ଶୁଭ
Read More...

ଉମରକୋଟରେ କଳସୀ ଯାତ୍ରା ମହାଆଡ଼ମ୍ବରରେ ପାଳିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସଦର ମହକୁମାରେ କଳସୀ ମଣ୍ଡପରେ ମହାସମାରୋହରେ କଳସୀ ଯାତ୍ରା ହୋଇ ଚାଲିଛି l ଏହି କଳସୀ ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତବୃନ୍ଦ ଧାଇଁ ଆସିଥାନ୍ତି l କଳସୀ ମଣ୍ଡପ ପାଖରେ ଉଠା ଦୋକାନୀଙ୍କ ଭିଡ ଦେଖିବାକୁ
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More