ପୁରୀ(ସଂଘର୍ଷ ମିଡିଆ) : – ଆଜି ଆପ ତରଫରୁ ଏକ ସାମ୍ବାଦିକ ସମିଳନୀ ଭକ୍ତ ସାଲବେଗ ପୀଠରେ କରାଯାଇଥିଲା । ବିଜେପି ସରକାରରେ ଆସିବା ପୂର୍ବରୁ 300 ୟୁନିଟ ମାଗଣା ବିଜୁଳି ଦେବା କଥା କହି ଏଯାଏ ତ ଦେଲେନି ଉଲଟା smart meter ଲଗାଯାଉଛି। ପ୍ରାରମ୍ଭିକ ସୂଚନାରୁ ଜଣାପଡୁଛି ଯେ smart meter ଲଗେଇବାକୁ 7000 ଟଙ୍କା ପାଖାପାଖି ଦେବାକୁ ହେବ ଏହା ସୁଝିବାକୁ 7 ବର୍ଷ ଲାଗିବ । ସାଧାରଣ ଲୋକ ଟେ କାହିଁକି ଲଗେଇବ ଏହି meter, ତାର ଇଛା ନଥାଇ ମଧ୍ୟ କମ୍ପାନୀ ଜୋର ଜବରଦସ୍ତ ଲଗାଉଛି. ଏହା କଣ ସରକାରଙ୍କୁ ଦେଖାଯାଉନି.. Enforcement ନା ରେ ଜୋର ଜବରଦସ୍ତ ଘରେ ପଶୁଛନ୍ତି, କିଛି ବୁଝା ସୁଝା ନାହିଁ ମନ ଇଛା fine କାଟୁଛନ୍ତି ଓ ଘର ବାହାରେ ନୋଟିସ ଲଗାଉଛନ୍ତି । ଯେମିତି ନିଲାମ ବେଳେ ଲାଗେ, ସାଧାରଣ ରେସେ ପରିବାରକୁ ଅପମାନିତ କରାଯାଏ. ମାନବଧିକାର ଖୁର୍ଣ ହେଉଛି ବୋଲି କଣ ସରକାରଙ୍କୁ ଦେଖାଯାଉନି ।
ସବୁଠୁ ବଡ଼ ଖୁଲାସା…..
ସାଧାରଣ ଲୋକ ର bill ଅଳ୍ପ ଥିଲେ ବି ତାଙ୍କର line କଟାଯାଉଛି.. କିନ୍ତୁ ଅଧିକାରୀ ଙ୍କ କଟାଯାଉନି. ଉଦାହରଣ ପୁରୀ ରେ tpcdol ର ମୁଖ୍ୟ ସ୍ମୃତି ରଞ୍ଜନ ସ୍ୱାଇଁ ଙ୍କ 1,92,000 ବାକି ଅଛି କିନ୍ତୁ ତାଙ୍କର line କାହିଁକି କଟା ଯିବନି.. ନିୟମ ସମସ୍ତଙ୍କ ପାଇଁ ସମାନ ନା ଅଲଗା… ସରକାର ଙ୍କୁ ଏଇଟା ଦେଖାଯାଉନି…20 ଟଙ୍କା ବିଜୁଳି bill ର ପର୍ଦାଫାଶ କରିବା ପରେ ଆପ ପୁଣି ଏହି ଖୁଲାସା କଲା..
ଦାବୀ…
1… Smart meter ତୁରନ୍ତ ପ୍ରତ୍ୟାହାର କରନ୍ତୁ ବିଜେପି ସରକାର
- ଆଗାମୀ ବିଧାନସଭା ସତ୍ର ରେ ଏହାକୁ ban କରାଯାଉ
3.ଆଗ tata କମ୍ପାନୀ ନିଜର ଭିତିଭୂମି ଠିକ କରୁ, ମାନେ 24 hours ବିଜୁଳି ଓ ଅଘୋଷିତ power cut ବନ୍ଦ କରୁ
4… Tata ର ଅଧିକାରୀ ଙ୍କ Soch action ନିଆଯାଉ, ଯେ ସାଧାରଣ ଜନତା ଙ୍କୁ ବ୍ୟବହାର ଖରାପ କରିବ
5…ପ୍ରତେକ ପରିବାର କୁ 300 ୟୁନିଟ ବିଜୁଳି ମାଗଣା ରେ ଦଉ ସରକାର
6… ଏ ସବୁ ସରକାର ନ ମାନିଲେ ଆମେ ଆଗାମୀ ଦିନରେ ଆନ୍ଦୋଳନ କୁ ବ୍ୟାପକ କରିବୁ
ଆଜିର ଏ କାର୍ଯ୍ୟକ୍ରମ ରେ ସଂଜୀବ ମହାନ୍ତି ଜିଲ୍ଲା ଆବାହକ ଓ ଟାଉନ ସମ୍ପାଦକ ଜନ୍ମେଜୟ ଜେନା ଉପସ୍ଥିତ ଥିଲେ..