ସତ୍ୟବାଦୀରେ ହାରିଲେ ସଞ୍ଜୟ ଦାସବର୍ମା: ୧୭ ହଜାର ୪୫୩ ଭୋଟରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ବିଜୟୀ

47

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ସତ୍ୟବାଦୀରେ ହାରିଲେ ସଞ୍ଜୟ ଦାସବର୍ମା । ବିଜେପି ପ୍ରାର୍ଥୀ ଓମ ପ୍ରକାଶଙ୍କଠାରୁ ହାରିଲେ ସଞ୍ଜୟ । ୧୭ ହଜାର ୪୫୩ ଭୋଟରେ ଓମ ପ୍ରକାଶ ବିଜୟୀ । ୨୦୧୯ ନିର୍ବାଚନରେ ଏହି ଆସନରୁ ଉମା ସାମନ୍ତରାୟ ବିଜୟୀ ହୋଇ ବିଧାୟକ ହୋଇଥିଲେ । ହେଲେ ୨୦୨୪ରେ ଉମା ସାମନ୍ତରାୟଙ୍କୁ ବ୍ରହ୍ମଗିରି ଓ ସଞ୍ଜଦାସବର୍ମାଙ୍କୁ ବ୍ରହ୍ମଗିରିରୁ ସତ୍ୟବାଦୀରୁ ଟିକେଟ ଦେଇଥିଲା ବିଜେଡି । ହେଲେ ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ପରାଜିତ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More