ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଘର ଘର ବୁଲି ପ୍ରଚାର

13

Get real time updates directly on you device, subscribe now.

ତିର୍ତ୍ତୋଲ ( ସଂଘର୍ଷ ମିଡିଆ ) : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଚାର ସରଗରମ ହୋଇଛି । ତିତ୍ତୋଲ ନିର୍ବାଚନ ମଣ୍ଡଳର ବିରିଡି ବ୍ଲକ ବୁଢ଼ାପଡା ପାଞ୍ଚାୟତ ରେ ଥିବା ବାରଟି ୱାର୍ଡ ରେ ପୁରାଣ ମଣ୍ଡଳର ମହିଳା ମୋର୍ଚ୍ଚାଙ୍କ ସହିତ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ଟିମି ମିଳିତ ଭାବରେ ଘରକୁଘର ବୁଲି ଵିଜେପି ବିଧାୟକ ପ୍ରାର୍ଥଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିବା ଦେଖିବାକୁମିଳିଛି। ବୁଢ଼ାପଡା ବିଜେପି ମହିଳା ସଭାନେତ୍ରୀ ଜାନକୀ ଦାସ୍,ମଣ୍ଡଳ ଉପସଭାନେତ୍ରୀ ଅନୋରି ବେଗମ ଙ୍କ ସହିତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ମଧୁସ୍ମିତା ମଲ୍ଲିକ୍ ଶୈଳବାଳା ଦାସ୍,ରଶ୍ମିତା ଦାସ୍,ରିତା ଚୌଧୁରୀ, ରଶ୍ମିତା ଦାସ୍, ପ୍ରମୁଖ ଯୋଗଦେଇ ଵିଜେପି ପ୍ରାର୍ଥ ଙ୍କୁ ଭୋଟ୍ ଦେବାକୁ କହିବା ସହିତ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ କରି ଯୋଜନା ବିଷୟରେ ଲୋକମାନେଙ୍କୁ ଜଣାଇଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More