ମଦ ବ୍ୟାବସାୟୀଙ୍କୁ ସରକାରଙ୍କର ଟିକସ ଛାଡ ନିଷ୍ପତିକୁ ଭଦ୍ରକ କଂଗ୍ରେସର ବିରୋଧ

48

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ରାଜ୍ୟରେ ମଦ ବ୍ୟବସାୟୀଙ୍କୁ ସରକାର କରିଥିବା ଟିକସ ଛାଡ ନିଷ୍ପତିକୁ ଭଦ୍ରକ କଂଗ୍ରେସର ପ୍ରତିବାଦ । ଆଜି ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ କୋଭିଡ ନିୟମକୁ ପାଳନ କରି ଭଦ୍ରକ ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଯେଉଁଥିରେ ରାଜ୍ୟସରକାର ମଦ ବ୍ୟବସାୟୀଙ୍କୁ ଟିକସ ଛାଡି କରିଥିବା ବେଳେ ଅନ୍ୟ ଦୋକାନୀ ବା ବ୍ୟବସାୟୀ ମାନଙ୍କୁ କାହିଁକି ଟିକସ ଛାଡ କରୁ ନାହିଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର କଣ କେବଳ ମଦ ବ୍ୟବସାୟୀ ସ୍ୱାର୍ଥ ପାଇଁ ରହିଛି କି ବୋଲି ପ୍ରଶ୍ନ କରାଯାଇଛି । ସାଧାରଣ ଲୋକେ ଏହାର ସୁପଂଳ ପାଇବେ । ସରକାର ତୁରନ୍ତ ଏହି ସବୁ ଦାବୀକୁ ପୁରଣ ନ କଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନି ଦିଆଯାଇଛି । ଏଥିରେ କଂଗ୍ରେସର ବହୁ କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More