ବୁଢ଼ାପଡା ଓ ବାସନ୍ଦରା ପାଞ୍ଚାୟତରେ ପ୍ରାକ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ ଆରମ୍ଭ

13

Get real time updates directly on you device, subscribe now.

ତିର୍ତୋଲ( ସଂଘର୍ଷ ମିଡିଆ ) : ତିର୍ତୋଲ ନିବାଚନ ମଣ୍ଡଳର ଉପନିର୍ବାଚନ ଉପଲକ୍ଷେ ଭାରତୀୟ ଜନତା ପାଟିର ବୁଢ଼ାପଡା ଓ ବାସନ୍ଦରା ଗ୍ରାମ ପଞ୍ଚାୟତରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଆଗାମୀ ଦିନରେ ଉପନିର୍ବାଚନ ସମ୍ବନ୍ଧରେ ଆଲୋଚନା କରିଥିଲେ ।ଏଥିରେ ବୁଢ଼ାପଡା ପଞ୍ଚାୟତ ପ୍ରମୁଖ ସୁନୀଲ ପସାୟତ,ସହ ପ୍ରମୁଖ ସୁଜିତ ନାୟକ୍, ପଞ୍ଚାୟତ ପ୍ରଭାରୀ ସୁଶାନ୍ତ ମଲ୍ଲିକ,ମହିଳା ମୋଚା ନେତ୍ରୀ ଜାନକୀ ଦାସ୍,ଏବଂ ବାସନ୍ଦରା ଗ୍ରାମ ପଞ୍ଚାୟତର ପୁର୍ବତନ ମଣ୍ଡଳ ସଭାପତି ଆଲୋକ ପଣ୍ଡା, ପଞ୍ଚାୟତ ପ୍ରମୁଖ ରବୀନ୍ଦ୍ର ଦଳାଇ, ମଣ୍ଡଳର ପୁର୍ବତନ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ମିଶ୍ର,ବସନ୍ତ ମହାନ୍ତି, ଦୀଲ୍ଲୀପ ବାରିକି,ଟୁଟୁ ମଲ୍ଲିକ ଓ ଆଶୁତୋଷ ପଟ୍ଟନାୟକ ଉପସ୍ଥିତ ଥିଲେ।କରୋନା କଟକଣା ମାନିବା ସହ ସମେତେ ମାସ୍କ ପିଡ଼ିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More