ବିରିଡିରେ ସାରଦା ପ୍ରଧାନଙ୍କ କୁଶ ପୂତ୍ତଳିକା ଦାହ

12

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ବିରିଡି ଛକ ନିକଟରେ ଵିଜେପିର ପ୍ରଭାରୀ ସାରଦା ପ୍ରଧାନଙ୍କ କୂଶ ପୂତ୍ତିକାଦାହ କଲେ ଅସନ୍ତୁଷ୍ଟ ବିଜେପି କର୍ମୀ । ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ ପରିଚାଳକ ନରେଶ ମଲ୍ଲିକ,ଜନ ରଂଜନ ସ୍ୱାଇଁ,ବିଭୁତି ଭୂଷଣ ଭୂୟାଁ, କୌବଲ ଓଝା, ପ୍ରଶାତ ଦାସ୍, ଚନ୍ଦନ ମଲ୍ଲିକ,ଓ ମନରଂଜନ ଭୋଇ,ଉପସ୍ଥିତ ରହି କୂଶ ପୂତ୍ତିକା ଦାହ କରିଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More