ବିରିଡିରେ ଵିଜେପି ଉପନିର୍ବାଚନ କାଯ୍ୟାଳୟ ଉଦଘାଟନ

15

Get real time updates directly on you device, subscribe now.

ତିର୍ତ୍ତୋଲ ( ସଂଘର୍ଷ ମିଡିଆ ) : ତିର୍ତ୍ତୋଲ ଉପନିର୍ବାଚନ ପରିପ୍ରେକ୍ଷୀରେ ବିରିଡି ଛାକ ଠାରେ ବିଜେପି ନିବାଚନ କାଯ୍ୟାଳୟ ବିଜେପି ରାଜ୍ୟ ଉପସଭାପତି ତଥା ବିରିଡି ବ୍ଲକ ପଭାରୀ ନୟନ କିଶୋର ମହାନ୍ତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଉଛି। ଏହି ଅବସରରେ ଦଳୀଅ ପ୍ରାର୍ଥ ରଜ କିଶୋର ବେହେରାଙ୍କ ସହ ଵିଜେପି ରାଜ୍ୟ କାଯ୍ୟକରିଣୀ ସଦସ୍ୟ ତଥା ହାଜିପୁର ମଣ୍ଡଳ ପ୍ରଭାରୀ ଦୀଲ୍ଲୀପ ମଲ୍ଲିକ ,ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର,ପୁରାଣ ମଣ୍ଡଳ ପ୍ରଭାରୀ ଅଶିନୀ ପଚ୍ଚନାୟକ୍ ଉପସ୍ଥିତ ଥିଲେ । ଶାସକ ଦଳର ପ୍ରାର୍ଥଙ୍କୁ ଏହି ନିବାଚନରେ ହରାଇ ରାଜ୍ୟ ସରକାର ଙ୍କୁ ଭୋଟର ମାନେ ଚେତାବନୀ ଦେବାପାଇଁ ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି ଅନୁରୋଧ କରିଥିଲେ। ସ୍ଥାନୀୟ ବିଜେପି ନେତା ହାଜିପୁର ମଣ୍ଡଳ ସଭାପତି ସୁଦର୍ଶନ ପଣ୍ଡା,ସଂଯୋଜକ ରାମକୃଷ୍ଣ ପରିଜା,ପୁରାଣ ମଣ୍ଡଳ ସଜୋଜକ ଆଲୋକ କୁମାର ପଣ୍ଡା,ରଂଜନ ବେହେରା,ହରିହର ବେହେରା, ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ଉଦଘାଟନୀରେ ଉତ୍ସବରେ କିଛି ବିଜେଡି ଓ କଂଗ୍ରେସ କର୍ମୀ ନିଜ ଦକ ଛାଡି ବିଜେପିରେ ଯୋଗ ଦେଇଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More