ବିରିଡିରେ ମନ୍ତ୍ରୀଙ୍କ ଜୋରଦାର ପ୍ରଚାର

23

Get real time updates directly on you device, subscribe now.

ତିର୍ତ୍ତୋଲ ( ସଂଘର୍ଷ ମିଡିଆ ) : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଉଠିଛି ।ବିଜେଡି ପକ୍ଷରୁ ନିର୍ବାଚନ ମଣ୍ଡଳୀର ବିରିଡି ବ୍ଲକ ଦାୟିତ୍ୱରେ ଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ବିରିଡି ବ୍ଲକର ସାଢ଼େଇ,ସନ,ଗୋପୀନାଥପୁର ,ବୁଢ଼ାପଡା,କୂଳକଇଜଙ୍ଗା,ଦରଡା ପଞ୍ଚାୟତ ର ବିଜେଡି କର୍ମୀମାନଙ୍କ ସହିତ ଆଲୋଚନା କରିବା ସହିତ ବିଜେଡି ପ୍ରାଥି ବିଜୟ ଶଙ୍କର ଦାସଙ୍କୁ ଜିତାଇବା ପାଇଁ କର୍ମୀମାନଙ୍କୁ କଇଥିଲେ ।ଦଳୀୟ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୁଷ୍ଟ ମାନଙ୍କୁ ବୁଝାଇ ନିର୍ବାଚନରେ ପ୍ରାଥି କିଭଳି ଜିତିବ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।ସମସ୍ତେ ଏକାଠି ହୋଇ ଦଳିଅ ପ୍ରଥୀଙ୍କୁ ଜିତାଇବା ସମସ୍ତଙ୍କର ଗୋଟିଏ ଲକ୍ଷ ରାହବା ଦରକାର ଵେଲି ଶ୍ରୀସାହୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବୀନାରାୟଣ ଜେନା, ବ୍ଲକ ସଭାପତି ରବୀନ୍ଦ୍ର ରାଉଳ,ନୃସିଂହ କୁମାର ଦାସ, ନେତ୍ରାନନ୍ଦ ପାତ୍ର, ସରପଞ୍ଚ ଅମିତି ରାଉଳ ରମେଶ ପ୍ରଧାନ, ପ୍ରମୁଖ ଯୋଗଦେଇଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More