ବିରିଡ଼ି ଵିଜେଡିର କରୋନା ସଚେତନତା ପଦଯାତ୍ରା ଅନୁଷ୍ଠିତ

12

Get real time updates directly on you device, subscribe now.

ବିରିଡ଼ି ( ସଂଘର୍ଷ ମିଡିଆ ) : ନବୀନ ପଟ୍ଟନାୟକ ଆହ୍ୱାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିରିଡ଼ି ବିଜେଡ଼ି ପକ୍ଷରୁ କରୋନା ସଚେତନତା ପଦଯାତ୍ରା କରୋନା ନିୟମ ଭିତରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବ୍ଲକ କୃଷକ ଉପଦେଷ୍ଟା କମିଟି ଅଧ୍ୟକ୍ଷ ନୃସିଂହ କୁମାର ଦାଶଙ୍କ ନେତୃତ୍ୱରେ କେତେକ କର୍ମୀମାନେ ବିରିଡ଼ି ବିଜୁ ଭାବନଠାରେ ମିଳିତ ହୋଇ ସ୍ୱର୍ଗତ ବିଜୁପଟ୍ଟନାୟକ ପ୍ରତିମୃତିରେ ମାଲ୍ୟପଣ କରି ତାଙ୍କରର ସୃତି ଚାରଣ କରିଥିଲେ। ପରେ ଚାନ୍ଦପୁର ସ୍ଥିତ ଭୋଇସାହି ଗ୍ରାମଙ୍କୁ ଯାଇ ଲୋକମାନେଙ୍କୁ ମାକ୍ସବଣ୍ଟନ କରିବା ସହ ସାନିଟାଗଜର ଯୋଗ ସମସ୍ତଙ୍କ ହତାଙ୍କୁ ବିଶୋଧନ କରିଥିଲେ। ଏଥିସହିତ କରୋନା ଦାଉରୁ ନିଜକୁ କିପରିରକ୍ଷା କରିବେସେଥିପାଇଁ ସାମାଜିକ ଦୃରତ ପରିସ୍କର ପରିଚ୍ଛନ୍ନତା ଓ ନିୟମିତ ମାସ୍କ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ସଚେତନ କରାଇଥିଲେ। ଏହି କାଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି ରବିନାରାୟଣ ଜେନା ,ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ବେହେରା , ପୂର୍ବତନ ଜିଲ୍ଲାପାରିଷଦ ସଭ୍ୟ ନେତ୍ରାନନ୍ଦ ପତ୍ର, ସରପଞ୍ଚ ଅମିତ ରାଉଳ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀସ୍ତ ଭୂୟାଁ, ବିଶ୍ୱ ରଂଜନ କର, ପ୍ରମୁଖ ସମିଲି ହୋଇ ଜନତାକୁ ସଚେତନ କରିଥିଲେ।ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ ଗାଁ ଗାଁରେ ସଚେତନତା କରାଯିବ । ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More