ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ ଆମ ଆଦିମ ଦଳ ପକ୍ଷରୁ ବିକ୍ଷୋଭ

39

Get real time updates directly on you device, subscribe now.

ହିନ୍ଦୋଳ ( ସଂଘର୍ଷ ମିଡିଆ ) : କରୋନା ମହାମାରି ସମୟରେ ରାଜ୍ୟ ବାସୀଙ୍କ ଓ ହିନ୍ଦୋଳ ବାସୀଙ୍କ ଦୃଷ୍ଟି ନଦେଇ ଶାସକ ଦଳ ବିଦୁତ ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧି କରି ଥିବାରୁ ଏହାକୁ ତ୍ୱରନ୍ତ ପ୍ରତ୍ୟାହାର କରିବା ଦାବି କରିବା ପାଇଁ ଦାବି କରି ଆଜି ଆମ ଆଦିମ ପାଟି ହିନ୍ଦୋଳ ସlଖା ଅଧକ୍ଷ ବିଜୟକୁମାର ନାୟକଙ୍କ ନେତୃତ୍ୱ ଓ ଆହ୍ୱାନ କ୍ରମେ ଶତାଧିକ ଦଳୀୟ କାର୍ଯ୍ୟ କର୍ତା ଓ କର୍ମୀ ଉପଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ରୂପକ ସ୍ମାରକ ପତ୍ର ପ୍ରଦାନ କରିଥିଲେ, ଏନେଇ ସ୍ଥାନୀୟ ମେଡିକାଲ ଛକ ଠାରୁ ଦଳୀୟ କ୍ରମି ଓ କାର୍ଯ୍ୟ କର୍ତା ମାନେ ହାତରେ ପ୍ଲା କାର୍ଡ ଧରି ସରକାର ବିରୋଧ ସ୍ଲୋଗାନ ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଂଚି ଥିଲେ, ସେଠାରେ ଏକ ସଭାରେ ଢେଙ୍କାନାଳ ଜିଲ୍ଲା ଆବାହକ ପଙ୍କଜ କୁମାର ନାୟକ, ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, ହିନ୍ଦୋଳ NAC ଆବାହକ ଦୃଜଧନ ନାୟକ, ଉଡ଼ାପଡା ବ୍ଲକ ଆବାହକ ରମେଶ ଚନ୍ଦ୍ର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ରାଜ୍ୟ ସରକାର ବିଦୁତ ସେବାରେ ସୁଧାର ନଆଣି ବିଦୁତ ଚୁରି ନରୁକି ବକୟା ବିଦୁତ ଦେୟକୁ ଆଦାୟ କରି ନପାରି ଅବିଚାରିତ ଭାବେ ବିତରଣ କମ୍ପାନୀ ମାନଙ୍କ ସ୍ୱାର୍ଥରେ ଏଭଳି ବିଦୁତ ଦର ବୃଦ୍ଧି କରାଯିବାକୁ ଦୃଢ ଭାବରେ ବିରୋଧ କରିଥିଲେ।ଢେ଼ଙ୍କାନାଳ ହିନ୍ଦୋଳ ରୁ ସୁଜିତ କୁମାର ବେହେରାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More