ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

20

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଈଶାଣି ବ୍ରହ୍ମପୁର ଗ୍ରାମପଂଚାୟତରେ ଜନ ସମ୍ପର୍କ ପଦଯାତ୍ରା ସାଇପୁରୁଆ ବୁଢ଼ି ଜାଗୁଳେଇ ପୀଠ ଠାରୁ ଆରମ୍ଭ ହୋଇ ଈଶାଣୀଶ୍ୱର ମହାଦେବ ମନ୍ଦିର ପାଖରେ ଶେଷ ହୋଇଥିଲା , ଏହି ପଦଯାତ୍ରା ରେ ଈଶାଣି ବ୍ରହ୍ମପୁର ଗ୍ରାମପଂଚାୟତ ର ଆଖପାଖ ବହୁ ବରିଷ୍ଠ କର୍ମୀ ଓ ଯୁବ କର୍ମୀ ଙ୍କ ଆଗ୍ରହ ଆଗାମୀ ନିର୍ବାଚନ ର ବିଜୟ ବାସ୍ନା ବାରିହେଉଥିଲା, ଏବଂ କଟକ ସଦର ବିଧାୟକ ବା ପୂର୍ଵ ତନ ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ଙ୍କ ଅଧକ୍ଷତା ରେ ଏହି ପଦ ଯାତ୍ରା ସମାପନ ହୋଇଥିଲା, ଏବଂ ଏହି ପଦ ଯାତ୍ରାରେ ଆଗଧାଡି ର ଛାମୁଆ ନେତା ଓ ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ ଯୋଗଦେଇଥିବାର ଦେଖିବାକୁ ମିଳିଛି ତାଙ୍କ ମଧ୍ୟ ରୁ ଇଂସାଣି ବ୍ରମପୁର ସରପଞ୍ଚ ସୁଶାନ୍ତ କୁମାର ସେଠି ଓ ବିଭୁତି ଭୂଷଣ ପରିଡା, ଅଛୁତା ନନ୍ଦ ଦାସ, ମନୋଜ କୁମାର ମହାନ୍ତି, ବିଳାସ ଭୋଇ, ରମେଶ ସ୍ୱାଇଁ, ଯାଜ୍ଞସିନୀ ଶ୍ରୀଚନ୍ଦନ ନାୟକ ଏବଂ ସରୋଜ ବେହେରା ପ୍ରମୁଖ ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More