ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

13

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ବିଜେପି ପକ୍ଷରୁ ଆଜି ଭାଜପା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ବିରୋଧୀ ଦଳ ଉପନେତା ତଥା ବିଧାୟକ ବିଷ୍ଣୁ ସେଠୀ, ଅଭିମନ୍ୟୁ ସେଠୀ,ବଦ୍ରୀନାରାୟଣ ଧଳ ଓ ଯୁବ ନେତା ବିକାଶ ଶ୍ରେଷ୍ଠାଙ୍କ ସମେତ ବହୁ କର୍ମୀ ଯୋଗଦାନ କରି ବିଜେପି ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ସେବା ସପ୍ତାହ ଭାବେ ପାଳନ କରିବା ଅବସରରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକତ୍ତା ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ ।ଏହି ଶିବିରକୁ ଭଦ୍ରକ ରେଡକ୍ରସ ରକ୍ତଭଣ୍ଡାର ଡାକ୍ତର ଖୁଣ୍ଟିଆ ଓ ସହଯୋଗୀମାନେ କୋଭିଡ ନିୟମ ପାଳନ ସହ ରକ୍ତ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More