ବିଜେପି ପକ୍ଷରୁ ଏରସମା ବନ୍ଦ

18

Get real time updates directly on you device, subscribe now.

ଏରସମା(ସଂଘର୍ଷ ମିଡିଆ) : ଏରସମା ବ୍ଲକ ବିଜେପି ପକ୍ଷରୁ ବ୍ଲକ , ତହସିଲ୍ , ବ୍ୟାଙ୍କ ସ୍କୁଲ , କଲେଜ , ଏରସମା ବଜାର ଆଦି ବନ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ବୀମା କ୍ଷତିପୂରଣ ୨୦୨୧ ଜହ୍ଲାଦ ବାତ୍ୟା ଜନିତ କ୍ଷତିପୂରଣ , ଏରସମା ବ୍ଲକର ସମସ୍ତ ରାସ୍ତା ଘାଟର ମରାମତି , ଡ଼ାକ୍ତର ଖାନାରେ ଆବଶ୍ୟକ ଡ଼ାକ୍ତର ନିଯୁକ୍ତି , ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି , ଲୁଣା ଘେରିବନ୍ଧ ମରାମତି , ଚେକଡ୍ୟାମ ଓ ଡ଼୍ରନେଜ ଗୁଡିକ ମରାମତି ପାଇଁ ବିଜେପି ପକ୍ଷରୁ ଏରସମା ବନ୍ଦ କରାଯାଇଛି । ଏହି ବନ୍ଦ ଡାକରାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । କୄଷକ ସଂଗଠନ ସମର୍ଥନ କରିଛନ୍ତି । ଏହି ବନ୍ଦ ପ୍ରତିବାଦରେ ବାଲିକୁଦା ଏରସମା ବିଜେପି ନେତା ସଞ୍ଜୟ ମହାନ୍ତି , ନୄସିଂହ ସାହୁ , ଶୁଶାନ୍ତ ସ୍ୱାଇଁ , ସତ୍ୟବ୍ରତ ରଣା ,କ୍ଷିରୋଦ ପରିଡ଼ା , ବିପିନ୍ ନାୟକ , ଜଟାଧାରୀ ସ୍ୱାଇଁ , ସଞ୍ଜୟ ପରିଡ଼ା , ଅମିତା ଦାସ , ମୋହନ୍ତି ମହାନ୍ତି , ତପନ ବେହେରା , ନିଲିପ୍ତ ଜେନା , ନିବାରଣ ନାୟକ , ନିରାକାର ସ୍ୱାଇଁ , ନେତ୍ରାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏରସମାରୁ ବଳରାମ ଜାନାଙ୍କ ରିପୋର୍ଟ୍ ସଙ୍ଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More