ବିଜେପି ନେତା ମନୋଜ ସିହ୍ନା ହେବେ ଜମ୍ମୁ ଓ କାଶ୍ମୀରର ନୂଆ ଉପରାଜ୍ୟପାଳ

55

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ବିଜେପି ନେତା ମନୋଜ ସିହ୍ନା ହେବେ ଜମ୍ମୁ ଓ କାଶ୍ମୀରର ନୂଆ ଉପରାଜ୍ୟପାଳ । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଥିବା ସୂଚନା ମିଳିଛି । ଗିରୀଶ ମୁର୍ମୁ ଇସ୍ତଫା ଦେବା ପରେ ମନୋଜ ସିହ୍ନାଙ୍କୁ ଏହି ଦାୟିତ୍ବ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More