ପଦ୍ମପୁର ଉପନିର୍ବାଚନ : ବିଜେଡ଼ି ପ୍ରାର୍ଥୀ ହେଲେ ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ ବର୍ଷା ରାଣୀ

23

Get real time updates directly on you device, subscribe now.

ଭୁବନେଶ୍ୱର(ସଂଘର୍ଷ ମିଡିଆ) : ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ ବର୍ଷା ରାଣୀ ବରିହାଙ୍କୁ ପଦ୍ମପୁର ପାଇଁ ପ୍ରାର୍ଥୀ କରିଛି ବିଜେଡି । ଧାମନଗର ଉପନିର୍ବାଚନରେ ବିଫଳ ହେବା ପରେ ଦଳ ବହୁ କଳ୍ପନା ଜଳ୍ପନା କରି ଉପନିର୍ବାଚନ ପାଇଁ ବର୍ଷାଙ୍କ ନାଁ ଘୋଷଣା କରିଛି ।  ବର୍ଷାଙ୍କ ନାଁ ବିଧିବଦ୍ଧ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ନିକଟରେ ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ଝିଅ ବର୍ଷା ରାଣୀ ବରିହାଙ୍କୁ ମୈଦାନୁ ଓହ୍ଲାଇଛି ବିଜେଡି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More