ପଦ୍ମପୁରରେ ବିଜେଡି ପକ୍ଷରୁ କେନ୍ଦ୍ର ବିରୁଦ୍ଧରେ ପ୍ରତିବାଦ

23

Get real time updates directly on you device, subscribe now.

ବରଗଡ(ସଂଘର୍ଷ ମିଡିଆ) : – ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଓ କୃଷି ବୀମାର ଅବହେଳା ଯୋଗୁଁ ଆଜି ଗଣଧାରଣା ଦିଆଯାଇଛି। ପଦ୍ମପୁର ବାସୀଙ୍କୁ କେନ୍ଦ୍ର ସରକାର ସବୁବେଳେ ଅବହେଳା କରିଆସିଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ଶହଶହ ଲୋକ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି କୃଷି ବୀମା ପ୍ରଦାନ ଦାବିରେ ପ୍ରତିବାଦ କରିଥିଲେ। କୃଷି ମାରଣ ନୀତି ଚଳିବ ନାହିଁ, କେନ୍ଦ୍ର ସରକାର ହାଏ ହାଏ ନାରା ଦେଇଥିଲେ। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More