ନିୟମ ଖିଲାପକାରିଙ୍କ ପାଇଁ କଠୋର ହେଲେ ଝାଡ଼ଖଣ୍ଡ ସରକାର, ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଜରିମାନା, ୨ ବର୍ଷ ଜେଲ୍

22

Get real time updates directly on you device, subscribe now.

ଝାଡ଼ଖଣ୍ଡ ( ଏଜେନ୍ସି ) : କରୋନା ଭୂତାଣୁ ମୁକାବିଲା ପାଇଁ ସରକାର ଲାଗୁ କରିଥିବା ନିୟମ ପାଳନ ନ କଲେ ଏଣିକି ଲୋକଙ୍କୁ ମହଙ୍ଗା ପଡ଼ିବ। ବିଶେଷ କରି ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ। ଏହା ସହିତ ନିମୟ ଉଲ୍ଲଂଘନକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିପାରେ ବୋଲି ଝାଡ଼ଖଣ୍ଡ  ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଝାଡ଼ଖଣ୍ଡ କ୍ୟାବିନେଟ୍‌ରେ ଏହି ନିୟମକୁ ମଞ୍ଜୁରୀ ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More