ନିଆଳି ବିଧାୟକ ଓ କଣ୍ଟାପଡା ପଞ୍ଚାୟତ ସମିତି ଚେୟାରମ୍ୟାନ ମୁହାଁମୁହିଁ

19

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା କଣ୍ଟାପଡା ବ୍ଳକ ପଞ୍ଚାୟତ ସମିତି ବୈଠକରେ ଚେୟାରମ୍ୟାନ ଓ ନିଆଳି ବିଧାୟକ ମୁହାଁମୁହିଁ ହୋଇଛନ୍ତି । ବିଜେପି ସମର୍ଥିତ ଜନ ପ୍ରତିନିଧି ଓ ବିଜେଡି ସମର୍ଥିତ ଜନ ପ୍ରତିନିଧିଙ୍କ ମଧ୍ୟରେ ହଟ୍ଟଗୋଳ ପାଇଁ ଅଧାରେ ଅଟକିଲା ପଞ୍ଚାୟତ ସମିତି ବୈଠକ। ମୁହାଁମୁହିଁ ହେଲେ ନିଆଳି ବିଜେଡି ବିଧାୟକ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ଓ କଣ୍ଟାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜିନା ଭୋଇ।ପରିସ୍ଥିତି ଏପରି ହେଲାଯେ ବୈଠକରୁ ଅଧାରୁ ଉଠି ପଳେଇଲେ ନିଆଳି ବିଧାୟକ । କଟକ ଜିଲ୍ଲା କଣ୍ଟାପଡାରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More