ଧାମନଗର ଉପନିର୍ବାଚନ, ସୁରକ୍ଷା ଦୁଷ୍ଟିରୁ ୩୦ ସେକ୍ଟର ଅଧିକାରୀଙ୍କ ସହ ୯ ଜଣ ମାଜିଷ୍ଟ୍ରେଟ ନିୟୋଜିତ

18

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଧାମନଗର ଉପନିର୍ବାଚନ ପାଇଁ ସୁରକ୍ଷା ଦୁଷ୍ଟିରୁ ୩୦ ସେକ୍ଟର ଅଧିକାରୀଙ୍କ ସହ ୯ ଜଣ ସେକ୍ଟର ମାଜିଷ୍ଟ୍ରେଟ ନିୟୋଜିତ । ୧୨୬ଟି ସମ୍ବେଦନଶୀଳ ବୁଥରେ ୱେବ୍ କାଷ୍ଟିଙ୍ଗର ବ୍ୟାବସ୍ଥା । ଏଥିପାଇଁ ୨୮ଟି ସ୍କାଡ ଗଠନ। ପ୍ରଶାସନ ପାଖରେ ମୋଟ ୬୯ ଟି ଅଭିଯୋଗ ପହଞ୍ଚିଛି। ୨ ଜଣକୁ କାର୍ଯ୍ୟରୁ ଅବ୍ୟାହତି ଏବଂ ୨ ଜଣକୁ ନିଳମ୍ବିତ କରାଯାଇଛି। ୧୩୬ ଜଣକୁ ଗିରଫ କରାଯାଇଛି। ୨୪ଟି ମୋବାଇଲ ପାଟି ୧୦୦ ଜଣ ସବ ଇନସ୍ପେକ୍ଟର ୩ ଅତିରିକ୍ତ ଏସପି ୬ ଡିଏସପି,୪ କମ୍ପାନୀ CRPF, ୨୨ ପ୍ଲାଟୁନ ପୋଲିସ ଫୋର୍ସ ସମ୍ବେଦନଶୀଳ ସ୍ଥାନରେ crpf,sapf ଫୋର୍ସ ନିୟୋଜିତ ହୋଇଛନ୍ତି । ସଧ୍ୟା ୬ ଟା ଠାରୁ ନିର୍ବାଚନ ମଣ୍ଡଳୀ ଛାଡ଼ିବା ସହ ସମସ୍ତ ହୋଟେଲ ମଣ୍ଡପ, ଛାଡ଼ିବା ସହ ସେ ସବୁକୁ ପୋଲିସ ଜାଞ କରାଯିବ ବୋଲି କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More