ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଛକରୁ ଭାୟା ଚୁଡାକୁଟି ଦେଇ ଭଦ୍ରକ ମୁଖ୍ୟ ରାସ୍ତା କଡରେ ନୂତନ ଭାବେ ତିଆରି ହୋଇଥିବା ମଦ ଦୋକାନକୁ ବିରୋଧ କରି ଆଜି କଂଗ୍ରେସ ତରଫରୁ ଧାମନଗର ବ୍ଲକ ସାମୁଖରେ ,କଂଗ୍ରେସ ନେତା ବିଦ୍ୟାଧର ଜେନା ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଯୋଗ ଦେଇ ବିଡିଓ ଙ୍କ ମାଧ୍ୟମରେ ଭଦ୍ରକ ଜିଲାପାଳଙ୍କୁ ଲିଖିତ ଦାବି ପତ୍ର ଦେବା ଶହ ଆଗାମୀ ଦିନରେ ଏହି ମଦ ଦୋକାନ ଯଦି ବନ୍ଦ ନହୁଏ ,ତେବେ କଂଗ୍ରେସ ରାଜରାସ୍ତାକୁ ଓଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି ନୂତନ ମଦ ଦୋକାନକୁ ସ୍ଥାନୀୟ ଅଞଳର ମହିଳାମାନେ ବିରୋଧ କରୁଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ଗତ ୧୫,୧୦ ରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ ।