ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ଲୋକପ୍ରିୟ

14

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ପୁଣି ଥରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ଓଡିଶାର ଲୋକ ସବୁଠୁ ଅଧିକ ସନ୍ତୁଷ୍ଟ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ସନ୍ତୁଷ୍ଟ ହୋଇ ୯୫.୬ ପଏଣ୍ଟ ​‌ଦେଇଛି ଓଡିଶା । ବିଜେପି ଶାସିତ ରାଜ୍ୟଠାରୁ ବି ଓଡିଶାରେ ମୋଦି ବେଶୀ ଗ୍ରହଣୀୟ । ଏନେଇ ଆଇଏଏନଏସ-ସି ଭୋଟର ସର୍ଭେରେ ମୋଦି ଓଡିଶାରେ ସର୍ବାଧିକ ପ୍ରିୟ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More