ଦେଶରେ କରୋନା ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

22

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ଭୂତାଣୁ ସଂକ୍ରମଣରେ ଆଉ ଜଣେ ଭାରତୀୟଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ ହୋଇଛି। ଦ୍ବିତୀୟ ମୃତକ ହେଲେ ପଶ୍ଚିମ ଦିଲ୍ଲୀ ଜନକପୁରୀ ଅଞ୍ଚଳର ଜଣେ ମହିଳା। ତାଙ୍କର ବୟସ ୬୯ବର୍ଷ। ସେ ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ୍‌) ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ତାଙ୍କ ପୁଅ ଠାରୁ ସଂକ୍ରମିତ ହୋଇଥିଲେ। ତାଙ୍କ ପୁଅ ଗତମାସରେ ସ୍ବିଜରଲ୍ୟାଣ୍ଡ ଓ ଇଟାଲୀ ଗସ୍ତରୁ ଫେରିଥିଲେ। ତେବେ ମହିଳାଙ୍କ ପୁଅ ଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନାହିଁ। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More