ତୀର୍ତ୍ତୋଲ ଉପନିର୍ବାଚନରେ ବିଜେପି ଓ ବିଜେଡ଼ିକୁ ପରାସ୍ତ କର : ସିପିଆଇଏମ

18

Get real time updates directly on you device, subscribe now.

ତୀର୍ତ୍ତୋଲ ( ସ୍ସଙ୍ଘର୍ଷ ମିଡିଆ ) : ତୀର୍ତ୍ତୋଲରେ ସିପିଆଇଏମର ଏକ ସାମ୍ବାଦିକ ସମିଳନୀ ହୋଇଯାଇଛି । ତୀର୍ତ୍ତୋଲ ଉପନିର୍ବାଚନରେ ବିଜେପି ଓ ବିଜେଡ଼ିକୁ ପରାସ୍ତ କରି କଂଗ୍ରେସକୁ ଭୋଟ ଦେବାପାଇଁ ନିବେଦନ କରିଛନ୍ତି । ଜଗତସିଂହପୁର ଜିଲ୍ଲା ଭାରତର କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦି ସିପିଆଇ ଏମର ବିରିଡି କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ସମିଳନୀରେ ସିପିଆଇଏମ ର ଜିଲା ସଭାପତି ଲୋଭାକାନ୍ତ ସ୍ବାଇଁ କହିଥିଲେ ସିପିଆଇ ଏମ ର ଆଭିମୁଖ୍ୟ ପ୍ରକାଶ କରି ଗଣତନ୍ତ୍ର ର ସୁରକ୍ଷା ପାଇଁ କୃଷି ବିଲ ଓ ୧୪ଟି ଖାଉଟି ଜିନିଷ ଆଇନ ୧୯୫୫ର ସଂଶୋଧନ ବିରୁଦ୍ଧରେ ,ସମ୍ବିଧାନର ସୁରକ୍ଷା ପାଈଁ ତୀର୍ତ୍ତୋଲ ଉପନିର୍ବାଚନରେ ବିଜେପି ଓ ବିଜେଡ଼ି କୁ ପରାସ୍ତ କରି କଂଗ୍ରେସକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More