ତ୍ତିତ୍ତୋଲ( ସଂଘର୍ଷ ମିଡିଆ ) : ତ୍ତିତ୍ତୋଲ ଉପନିର୍ବାଚନ ଯେତିକି ନିକଟତର ହେଉଚି ପ୍ରମୁଖ ରାଜନୀତି ଦଳ ଗୁଡିକର ପ୍ରାଥୀଚୟନକୁ ନେଇ ସେତିକି ଦ୍ୱନ୍ଦ୍ୱ ବଢିବା ରେ ଲାଗିଛି l ସବୁଠୁ ବେଶୀ ସାଶକ ବିଯୁଜନତା ଦଳ ର ପ୍ରାଥୀଚୟନକୁ ନେଇ ଛକା ପଞ୍ଛା ଲାଗିରହିଛି ଯାହା ଫଳରେ ତ୍ତିତ୍ତୋଲର ଦୁଇ ପ୍ରମୁଖ ସ୍ବର୍ଗତ ବିଷ୍ଣୁଦାସଙ୍କ ଗୋଷ୍ଟି ସାଂସଦ ଡା ରାଜଶ୍ରୀ ମଲ୍ଲିକଙ୍କ ଗୋଷ୍ଠୀ ମଧ୍ୟରେ ଥିବା ମତାନ୍ତରକୁ ନେଇ ପ୍ରାଥୀ ଚୟନ ଅଙ୍କକଶା ଜଟିଳ ହେବାରେ ଲାଗିଛି l ଯେଉଁଥି ପାଇଁ ତୀର୍ତ୍ତୋଲ ଉପନିର୍ବାଚନ ଦାୟିତ୍ବ ରେ ଥିବା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ତ୍ତିତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକ ଗ୍ରସ୍ତ କରି ବିଷ୍ଣୁ ଦାସଙ୍କ ସର୍ମଥ କ ସରୋଜ ଦାସଙ୍କ ଘରକୁ ଯାଇ ତାଙ୍କୁ ମନେଇବାକୁ ଚେଷ୍ଟା କରିବା ପରେ ରାଜଶ୍ରୀଙ୍କ ସମର୍ଥକ ଦେବାଶିଷ ତ୍ରିପାଠୀଙ୍କୁ ଭେଟି ଆଲୋଚନା କରିଛନ୍ତି ତେବେ ଉଭୟ ପକ୍ଷ ବିଜେଡି ଟିକେଟ ପାଇଁ ଭିନ୍ନ ଭିନ୍ନ ଙ୍କ ପ୍ରାଥୀ ଙ୍କ ସପକ୍ଷ ରେ ଦାବି କରି ଆସୁଥିବା ବେଳେ କାହାର ପଲା ଭାରି ପଡିବ ପ୍ରାଥୀ ତାଲିକା ଘୋଷଣାରେ ଜଣା ପଡିବ ଅନ୍ୟ ପଟେ ସଞ୍ଜୟ ଦାସ ବର୍ମା କହିଛନ୍ତି ଦଳ ଭିତରେ କୌଣସି କନ୍ଦଳ ମତାନ୍ତର ନାହିଁ ତେଣୁ ଦଳ ଯାହା କୁ ପ୍ରାଥୀ କରିବ ତ୍ତିତ୍ତୋଲ ନିର୍ବାଚନ ବାସି ତାଙ୍କୁ ସାର୍ମଥନ ଜଣାଇବେ ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।