ତିତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ

13

Get real time updates directly on you device, subscribe now.

ତିର୍ତୋଲ ( ସଂଘର୍ଷ ମିଡିଆ ) : ତିତ୍ତୋଲ କଂଗ୍ରେସ ପ୍ରାର୍ଥ ହିମାଂଶୁ ଭୂଷଣ ମଲ୍ଲିକ୍ ଆଜି ବିରିଡି ବ୍ଲକର ୨୨ମୋଜାର ଉକୁନ୍ଦରା ବସନ୍ଦରା ଓ ମଂଗୁଲି ପାଞ୍ଚାୟତର ଭିନ୍ନ ଭିନ୍ନ ଗାଁଙ୍କୁ ଯାଇଁ ସାଧାରଣ ଲୋକଙ୍କୁ ସହ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ତାଙ୍କୁ ଭୋଟ୍ ଦେବା ପାଇଁ କହିଥିଲେ। ବିରିଡିରୁ ରାଖଲ ମଲ୍ଲିକ୍ ଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More