ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ବିଭାଗ ସଭାପତି ବେଣୁଧର ସ୍ବାଇଁଙ୍କ ନେତ୍ରୁତ୍ବରେ ବିଭିନ୍ନ ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି।ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ପୌରାଧକ୍ଷ ତଥା ପ୍ରଦେଶ କଂଗ୍ରେସ ସମ୍ପାଦକ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ନାଉଗାଁ ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ବେହୁରା, ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଜେନା,ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଲିପକ ସାହୁ,ପାରିଷଦ ଓମଶ୍ରୀ ସତ୍ୟ ପ୍ରକାଶ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ,ସେବାଦଳ ଅଧକ୍ଷ ଡାକ୍ତର ଜଗଦାନନ୍ଦ ବେହେରା,ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ୍ତ କୁମାର ସାହୁ,ଅନିଲ କୁମାର ଲେଙ୍କା,ନିରଞ୍ଜନ ସେନ, ରୋହିତ କୁମାର ପରିଡ଼ା, ସିଦ୍ଧାର୍ଥ ତ୍ରିପାଠୀ,ରୁଦ୍ର ପ୍ରସାଦ ବାରିକ,ନିରଞ୍ଜନ ମହାପାତ୍ର,ଦାସରଥୀ ସ୍ବାଇଁ,ବିଜୟ କୁମାର ବେହେରା, କମଳାକାନ୍ତ ମହାପାତ୍ର, ଅତୁଲ୍ୟ ବିଶ୍ବାଳ, ଭାଗୀରଥି ଦାସ, ଦେବେନ୍ଦ୍ର ବେହେରା, ସୁବାସ ଚାନ୍ଦ, ପ୍ରତାପ ଚନ୍ଦ୍ର ବେହେରା, ରାଜୀବ ସ୍ବାଇଁ, ଦେବାଶିଷ ମହାନ୍ତି, ଧର୍ମାନନ୍ଦ ଦାସ,ରଂଜନ ସିଂହ,ଶିବ ପ୍ରସାଦ ବେହେରା ପ୍ରମୁଖ ଏକ ଶେଭାଯାତ୍ରାରେ ଯାଇ ଦାବିପତ୍ର ପ୍ରଦାନ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।