ଜଗତସିଂହପୁର ବିଜେପି ପକ୍ଷରୁ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ

19

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : – ଜଗତସିଂହପୁର ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ଜଗତସିଂହପୁର ଏସପି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ବିଖୋଭ ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଭୁ ପ୍ରସାଦ ତରାଇ, ଉପେନ୍ଦ୍ର ବିଶ୍ୱାଳ,ସମ୍ପଦ ସ୍ୱାଇଁ, ସତ୍ୟ ବ୍ରତ ମହାପାତ୍ର, ଶିବବ୍ରତ ଦାସ, ରାଜକିଶୋର ବେହେରା, ଗଣେଶ ପ୍ରସାଦ ମହାନ୍ତି, ଓବିସି ମୋର୍ଚା ର ସୁବୋଧ କୁମାର ବାରିକ, ପୌରପରିଷଦ ଉପାଧ୍ୟାକ୍ଷ ରାଜେନ୍ଦ୍ର କୁମାର ବିଶୋଇ,ସମୀର ନାୟକ, ଯୁଗଳ ପ୍ରଧାନ,ବିଜୟ ଦାଶ, ଅମିତା ଦାସ. ରୂପକ ଖୁଣ୍ଟିଆ, ରଞ୍ଜିତ ମହାନ୍ତି, ଜ୍ୟୋତି ରଞ୍ଜନ ସାହୁ,କାଳୀ କିଙ୍କର ମହାନ୍ତି, ନିଲୁରାମଜେନା, ନଗେନ କୁମାର ମଲ୍ଲିକ, ଲିଙ୍ଗରାଜ ଲେଙ୍କା, ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ,ଶେଷରେ ନଗର ସଭାପତି ଅକ୍ଷୟ କୁମାର ପାତ୍ର ଧନ୍ୟବାଦ ଦେଲାପରେ, ଏସପି ଙ୍କ ଅନୁପସ୍ଥିତରେ ଡ଼ିଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଈଥିଲା l ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More