ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ବିଧାୟକ ଭାବେ ନିର୍ବାଚିତ

17

Get real time updates directly on you device, subscribe now.

ପଦ୍ମପୁର(ସଂଘର୍ଷ ମିଡିଆ) : ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ବିଧାୟକ ଭାବେ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜୁଜନତା ଦଳର ରଘୁନାଥ ଗମାଙ୍ଗଙ୍କୁ ୨୯୮୮୫ ଭୋଟ ବ୍ୟବଧାନରେ ହରାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ୭୭୬୩୭ ଭୋଟ ପାଇଥିବା ବେଳେ ବିଜେଡିର ରଘୁନାଥ ଗମାଙ୍ଗ ୪୭୭୫୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ୨୧୮୦୮ଭୋଟ ପାଇଥିବା ଜଣାପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More