ଗରିବଙ୍କ ଆବାସ ହଡପ କରୁଛନ୍ତି ଗାଁ ଟାଉଟର

40

Get real time updates directly on you device, subscribe now.

ଢେଙ୍କାନାଳ (ସଂଘର୍ଷ ମିଡିଆ ) : ବ୍ୟାପକ ଦୁର୍ନୀତି ସଂପୂକ୍ତ ଥିବା ଅଧିକାରୀ ଦଣ୍ଡ ଓ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ଦାବିରେ ଆଜି ଢେଙ୍କାନାଳ ବିଜେପିର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଓ ଜିଲ୍ଲା ଉପସଭାପତି ରତିକାନ୍ତ ସାହୁ ଙ୍କ ସଂଯୋଜନା ରେ ଭାରତୀୟ ଜନତା ପାର୍ଟି ଢେ଼ଙ୍କାନାଳ ପକ୍ଷରୁ ଗଁଦିଆ ବ୍ଲକ ଘେରାଉ କରିବା ସହିତ ରାଜ୍ୟପାଳ ଙ୍କ ଉଦ୍ୟଶ ରେ ବିଡ଼ିଓ ଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ବିଜେପି ଜିଲ୍ଲା, , ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ର, ଓବି ସି ମୋର୍ଚ୍ଚା ର ଲମ୍ବୋଧାର ପରିଡା ଙ୍କ ସମେତ ବରିଷ୍ଠ ନେତ୍ରୀ ବହୁ ବରିଷ୍ଠ ନେତା,ମହିଳା ମୋର୍ଚ୍ଚା ର ନେତ୍ରୀ ଓ ବହୁ ଯୁବମୋର୍ଚା ର ଭାଇ ମାନେ ଉପସ୍ଥିତ ରହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More