କେନ୍ଦ୍ରାପଡା ବିଜେପି ଓବିସି ମୋର୍ଚ୍ଚା ତରଫରୁ ୨୭ % ସଂରକ୍ଷଣ ଦାବୀ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

18

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : କେନ୍ଦ୍ରାପଡା ବିଜେପି ଓବିସି ମୋର୍ଚ୍ଚା ତରଫରୁ ୨୭ % ସଂରକ୍ଷଣ ଦାବୀ କରି ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ସ୍ମାରକପତ୍ର । ସାରା ରାଜ୍ୟରେ ୫୪% ପଛୁଆବର୍ଗ ଥିବାବେଳେ ସେମାନଙ୍କର ସମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇଛି । ଦେଶରେ ଅଧିକାଂଶ ରାଜ୍ୟର ଆନୁପାତିକ ଭିତ୍ତିରେ ପଛୁଆବର୍ଗ ପିଲାଙ୍କ ନାମଲେଖା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦିଆଯାଇଛି ।କିନ୍ତୁ ଓଡ଼ିଶାରେ ପଛୁଆବର୍ଗ ଙ୍କୁ ଏହି ସୁବିଧାସୁଯୋଗ ମିଳୁନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More