କଳାହାଣ୍ଡି ଜିଲ୍ଲା କଳାମୁଣ୍ଡା ପଞ୍ଚାୟତରେ ସିପିଆଇଏମ୍ ତରଫରୁ ବିକ୍ଷୋଭ

18

Get real time updates directly on you device, subscribe now.

କଳାହାଣ୍ଡି ( ସଂଘର୍ଷ ମିଡିଆ ) :କଳାହାଣ୍ଡି ଜିଲ୍ଲା କଳାମୁଣ୍ଡା ବ୍ଲକ ସ୍ଥିତ ରିଷିଡା ପଞ୍ଚାୟତରେ ,ସିପିଆଇଏମ୍ ବ୍ରାଞ୍ଚ ସଂପାଦକ ଶତ୍ରୁ ଘନ ରଣାଙ୍କ ନେତୃତ୍ବରେ ଆଜି ଗାଁମର ବେଦବ୍ୟାସ ରଣା ,ଟୁନୁ ରଣା, ଗୌରବ ବାରିକ, ରାଜୁ ନାଏକ, ଯୁବ ସାମ୍ବାଦିକ ସୁଶାନ୍ତମଲ୍ଲିକ , ଯୁବଗୋଷ୍ଠୀ ଜନସଚେତନତା ରାଲି ଓ ସରକାରଙ୍କର ,ଗରିବ ମାରଣା ନିତୀ ବିରୁଦ୍ଧରେ ,ସରକାରଙ୍କ ନାକାମିର ଯାହିର କରି, ୧୨ ଦଫା ଦାବି ନେଇ ଗାଁମ ପରିକ୍ରମା କରିଥିଲେ । କୋଭିଡ୍ ସମୟରେ ରାଜ୍ୟସରକାର ବିପିଏଲ /ପିଡିଏସ୍ ହିତାଧିକାରୀ ମାନଙ୍କୁ ଅତିରିକ୍ତ ଭାବେ ପରିବାର ପିଛା ପ୍ରତି ମାସରେ ୧ କିଲୋ ଡାଲି ପ୍ରଦାନ କରୁଛନ୍ତି କିନ୍ତୁ ଦୁଃଖର ବିଷୟ ସରକାର ଏହାକୁ ନଭେମ୍ବର ମାସରୁ ବନ୍ଦ କରିବାପାଇଁ ଘୋଷଣା କରିଛନ୍ତି । ତେଣୁ ଏହା କୁ ବନ୍ଦ୍ ନକରି ଅତି କମ୍ ରେ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିବା ସହିତ କିଲୋ ପିଛା , ୧୦ ଟଙ୍କା ରିହାତି ମୂଲ୍ୟରେ ଅତି ରିକ୍ତ ୨ କେଜି ଡାଲି ୧ କେଜି ଆୟୋଡିନ ଯୁକ୍ତ ଲୁଣ ,ମାଗଣାରେ ପଦାନ ବ୍ୟବସ୍ଥା କରିବା ପ୍ରମୁଖ ଏହି ଦାବିପତ୍ରରେ ଉଲେଖ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More