କଂଗ୍ରେସ ପକ୍ଷରୁ ମଞ୍ଚେଶ୍ୱର ସାଇବର ଥାନାରେ ଏକ ସୋସିଆଲ ମେଡ଼ିଆ ସାଇଟ ନାମରେ ଏଫଆଇଆର

16

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ଆଜି ଅପରାହ୍ନରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ମଞ୍ଚେଶ୍ୱର ସାଇବର ଥାନାରେ @bharatcinema ନାମକ ଏକ ସୋସିଆଲ ମେଡ଼ିଆ ସାଇଟ ନାମରେ ଏଫଆଇଆର ଦିଆ ଯାଇଛି | ଉକ୍ତ ପୋଷ୍ଟରେ ଯୁବକ ଜଣକ ଧମକ ଦେଇଛନ୍ତି କି ଯଦି ଓଡିଶାକୁ କଂଗ୍ରେସ ଆସେ ତେବେ ସେ ନାଥୁରାମ ହେଇ ରାହୁଲ ଗାନ୍ଧୀଙ୍କୁ ହତ୍ୟା କରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More