ନୂଆଦିଲ୍ଲୀ ( ଏଜେନ୍ସି ) : ରାଜ୍ୟସଭାକୁ ନବନିର୍ବାଚିତ ଓଡ଼ିଶାର ଚାରି ଜଣଙ୍କ ସମେତ ସମୁଦାୟ ୬୧ ଜଣ ଆସନ୍ତା ଜୁଲାଇ ୨୨ରେ ସାଂସଦ ଭାବେ ଶପଥ ପାଠ କରିବେ ବୋଲି ଜଣାପଡ଼ିଛି। ତାଲିକାରେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାନ (ମୁନା) ଓ ମମତା ମହନ୍ତ ଅଛନ୍ତି। ଶପଥ ଗ୍ରହଣ ତିଥି ସ୍ଥିର ହେବା ପରେ ଗତ ସାଢ଼େ ତିନି ମାସ ଧରି ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି।
Get real time updates directly on you device, subscribe now.