ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ଧାମନଗର, ତ୍ରିମୁଖି ଲଢ଼େଇରେ କିଏ ମାରିବ ବାଜି ?

18

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ନିର୍ବାଚନ ମଣ୍ଡଳିରେ ଜମୁଛି ହେଭିୱେଟଙ୍କ ଭିଡ । ପ୍ରଚାର ପାଇଁ ହାତରେ ଆଉ ୨ ଦିନ ବାକି । ତ୍ରିମୁଖି ଲଢ଼େଇରେ କିଏ ମାରିବ ବାଜି । କାହାମୁଣ୍ଡରେ ବନ୍ଧା ଯିବ ଧାମନଗର ମୁକୁଟ । ଆସନ୍ତାକାଲି ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟନାୟକ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More